ରୁମମେଟ ଦେଖାଉଥିଲେ ଅଶ୍ଳୀଳ ଭିଡିଓ !

ହଷ୍ଟେଲର ଅନ୍ତେବାସୀମାନେ ମାନସିକ ନିର୍ଯାତନା ଦେବା ସହ ଏକଘରିକିଆ କରିଦେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀଜଣକ ।

Manoj Swain
  • Published: Sunday, 22 October 2023
  • Updated: 22 October 2023, 05:23 PM IST

Sports

Latest News

ଭୁବନେଶ୍ବର ରମାଦେବୀ ଜୁନିଅର କଲେଜରେ ଛାତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ । ହଷ୍ଟେଲର ଅନ୍ତେବାସୀମାନେ ମାନସିକ ନିର୍ଯାତନା ଦେବା ସହ ଏକଘରିକିଆ କରିଦେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀଜଣକ । ତେବେ ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ବି ନ୍ୟାୟ ନ ପାଇବାରୁ ବାଧ୍ୟ ହୋଇ ଗଣଶିକ୍ଷା ବିଭାଗର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀଜଣକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos