ରାଉରକେଲା: ଚୋର ଦଳର ୩ ଗିରଫ

ରାଉରକେଲା: ରାଉରକେଲାର ବିଭିନ୍ନ ଅଞ୍ଚଳରେ ଘର କବାଟ ତାଡ଼ି ଚୋରି କରୁଥିବା ଦଳର ୩ ଜଣ ସଦସ୍ୟଙ୍କୁ ଉଦିତନଗର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୫ଟି ଏଲ୍‌ଇଡି ଓ ଏଲ୍‌ସିଡି ଜବତ କରିଛି। ଘରେ  କେହି ନ ଥିବା ବେଳେ ଏହି ଚୋର ଦଳ କବାଟ ତାଡ଼ି ଚୋରି କରୁଥିଲେ। ଏହାସହ ଜନଗହଳି ପୂର୍ଣ୍ଣ ସ୍ଥାନରୁ ମୋବାଇଲ ଲୁଟୁ ଥିଲେ। ତେବେ ଏହି ଚୋର ଦଳର ମାଷ୍ଟର ମାଇଣ୍ଡ ଫେରାର ଅଛି। ତାକୁ […]

Rkl-loot

Rkl-loot

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 04:37 PM IST

Sports

Latest News

ରାଉରକେଲା: ରାଉରକେଲାର ବିଭିନ୍ନ ଅଞ୍ଚଳରେ ଘର କବାଟ ତାଡ଼ି ଚୋରି କରୁଥିବା ଦଳର ୩ ଜଣ ସଦସ୍ୟଙ୍କୁ ଉଦିତନଗର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୫ଟି ଏଲ୍‌ଇଡି ଓ ଏଲ୍‌ସିଡି ଜବତ କରିଛି।

ଘରେ  କେହି ନ ଥିବା ବେଳେ ଏହି ଚୋର ଦଳ କବାଟ ତାଡ଼ି ଚୋରି କରୁଥିଲେ। ଏହାସହ ଜନଗହଳି ପୂର୍ଣ୍ଣ ସ୍ଥାନରୁ ମୋବାଇଲ ଲୁଟୁ ଥିଲେ। ତେବେ ଏହି ଚୋର ଦଳର ମାଷ୍ଟର ମାଇଣ୍ଡ ଫେରାର ଅଛି। ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos