ପିଲାଙ୍କ ଆଗରେ ମା’କୁ ବଳାତ୍କାର ଅଭିଯୋଗ; ଅଭିଯୁକ୍ତ ଅଟକ

ରାଉରକେଲା: ରାଉରକେଲା ଉଦିତ ନଗର ଥାନା ଅଞ୍ଚଳରେ ଜଣେ ମହିଳା ବଳାତ୍କାରରେ ଶିକର ହୋଇଛି। ମହିଳା ଜଣଙ୍କ ଦୁଇ ଛୁଆଙ୍କୁ ଧରି ନିଜ ଘରେ ଶୋଇଥିଲେ। ଏହି ସମୟରେ ଜଣେ ଯୁବକ ଘରେ ପଶି ସ୍ୱାମୀଙ୍କ ଅନୁପସ୍ଥିତିରେ ତାଙ୍କୁ (ମହିଳା) ବଳାତ୍କାର କରିଥିଲେ। ପିଲାମାନେ ପାଟି କରିବାରୁ ସେମାନଙ୍କୁ ମାରଧର କରି ଯୁବକ ଜଣକ ଚମ୍ପଟ ମାରିଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି।

rape

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 08:03 PM IST

Related story