ସାହାଯ୍ୟ ବାହାନରେ ମୋବାଇଲ୍‌ ଲୁଟ୍‌ କରୁଥିବା ଗ୍ରୁପ୍‌ର ୨ ଗିରଫ

ଭୁବନେଶ୍ୱର: ଲୋକଙ୍କୁ ସାହାଯ୍ୟ କରିବା ବାହାନରେ ମୋବାଇଲ ଓ ଟଙ୍କା ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରିଛି। ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଏମାନେ ଲୁଟ୍‌ କରୁଥିଲେ। ଏପରି ୨୦ରୁ ଅଧିକ ଅଭିଯୋଗ ପୋଲିସ ପାଇବା ପରେ ଲୁଟେରାଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା।

loot

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 08:09 PM IST

ଭୁବନେଶ୍ୱର: ଲୋକଙ୍କୁ ସାହାଯ୍ୟ କରିବା ବାହାନରେ ମୋବାଇଲ ଓ ଟଙ୍କା ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରିଛି।

ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଏମାନେ ଲୁଟ୍‌ କରୁଥିଲେ। ଏପରି ୨୦ରୁ ଅଧିକ ଅଭିଯୋଗ ପୋଲିସ ପାଇବା ପରେ ଲୁଟେରାଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା।

Related story