ସମ୍ୱଲପୁର ଜେଲର ନିଲମ୍ୱିତ

ସମ୍ୱଲପୁର: ସମ୍ବଲପୁର ଜେଲର ସୁଶାନ୍ତ ରାଉତ ନିଲମ୍ବିତ। ଜେଲର ସୁଶାନ୍ତ କୁମାର ରାଉତଙ୍କୁ ନିଲମ୍ବିତ ନେଇ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ଏଡିଜି ଅରୁଣ ରାୟ। ସମ୍ବଲପୁର ଜେଲରେ ଚଢାଉ ବେଳେ ୧୮ ଲକ୍ଷରୁ ଅଧିକ ଟଙ୍କା ଉଦ୍ଧାର ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଘଟଣାରେ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଜେଲ ଏଡିଜି। ରାଜ୍ୟର ବିଭିନ୍ନ ଜେଲରେ ଚଢ଼ାଉ ଚଢାଉ ହୋଇଥିଲା।  ତେବେ ଚର୍ଚ୍ଚାର ଘେରକୁ ଆସିଥିଲା ସମ୍ବଲପୁର ଜେଲ। ଜେଲରଙ୍କ ଚାମ୍ବରରୁ ୧୮ ଲକ୍ଷରୁ ଅଧିକ […]

sambalpur

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 05:58 PM IST

ସମ୍ୱଲପୁର: ସମ୍ବଲପୁର ଜେଲର ସୁଶାନ୍ତ ରାଉତ ନିଲମ୍ବିତ। ଜେଲର ସୁଶାନ୍ତ କୁମାର ରାଉତଙ୍କୁ ନିଲମ୍ବିତ ନେଇ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ଏଡିଜି ଅରୁଣ ରାୟ। ସମ୍ବଲପୁର ଜେଲରେ ଚଢାଉ ବେଳେ ୧୮ ଲକ୍ଷରୁ ଅଧିକ ଟଙ୍କା ଉଦ୍ଧାର ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଘଟଣାରେ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଜେଲ ଏଡିଜି।

ରାଜ୍ୟର ବିଭିନ୍ନ ଜେଲରେ ଚଢ଼ାଉ ଚଢାଉ ହୋଇଥିଲା।  ତେବେ ଚର୍ଚ୍ଚାର ଘେରକୁ ଆସିଥିଲା ସମ୍ବଲପୁର ଜେଲ। ଜେଲରଙ୍କ ଚାମ୍ବରରୁ ୧୮ ଲକ୍ଷରୁ ଅଧିକ ଟଙ୍କା ସହ ୯ଟି ମୋବାଇଲ ଫୋନ ଏବଂ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଥିଲା।

Related story