ସମ୍ବଲପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍‌ଆଇ

ସମ୍ବଲପୁର: ଏକ ଗଣ୍ଡଗୋଳ ଘଟଣାରେ ମାମଲା ରୁଜୁ ନ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩,୫୦୦ ଟଙ୍କା ଲାଞ୍ଚ ନେବା ବେଳେ ସମ୍ୱଲପୁର ଜିଲ୍ଲାର ଜଣେ ପୋଲିସ ଏଏସଆଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗିରଫ ଏଏସ୍‌ଆଇ ଜଣଙ୍କ ହେଲେ ଶାସନ ଥାନା ଅନ୍ତର୍ଗତ ମାଝିପାଲି ଫ।ଣ୍ଡିର ଶତ୍ରୁଘନ ପ୍ରଧାନ। ଅଭିଯୋଗ ଅନୁସାରେ ତାଲବ ଗାଁର ସନ୍ତୋଷ ଠାକୁର ନାମକ ଜଣେ ବ୍ୟକ୍ତିଙ୍କର କୌଣସି କାରଣରୁ ଅନ୍ୟମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣା ମାଝିପାଲି ଫାଣ୍ଡିକୁ […]

police asi

police asi

Rakesh Mallick
  • Published: Friday, 03 June 2016
  • Updated: 03 June 2016, 11:01 AM IST

ସମ୍ବଲପୁର: ଏକ ଗଣ୍ଡଗୋଳ ଘଟଣାରେ ମାମଲା ରୁଜୁ ନ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩,୫୦୦ ଟଙ୍କା ଲାଞ୍ଚ ନେବା ବେଳେ ସମ୍ୱଲପୁର ଜିଲ୍ଲାର ଜଣେ ପୋଲିସ ଏଏସଆଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗିରଫ ଏଏସ୍‌ଆଇ ଜଣଙ୍କ ହେଲେ ଶାସନ ଥାନା ଅନ୍ତର୍ଗତ ମାଝିପାଲି ଫ।ଣ୍ଡିର ଶତ୍ରୁଘନ ପ୍ରଧାନ।

ଅଭିଯୋଗ ଅନୁସାରେ ତାଲବ ଗାଁର ସନ୍ତୋଷ ଠାକୁର ନାମକ ଜଣେ ବ୍ୟକ୍ତିଙ୍କର କୌଣସି କାରଣରୁ ଅନ୍ୟମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣା ମାଝିପାଲି ଫାଣ୍ଡିକୁ ଯାଇଥିଲା। ଏଏସ୍‌ଆଇ ପ୍ରଧାନ ମାମଲା ରୁଜୁ ନ କରିବା ପାଇଁ ସନ୍ତୋଷଙ୍କୁ ୫୦୦୦ ଟଙ୍କା ମାଗିଥିଲେ। ସନ୍ତୋଷ ୩,୫୦୦ ଟଙ୍କା ଦେବାକୁ ରାଜି ହୋଇଥିଲେ। ପରେ ସନ୍ତୋଷ ଏ ନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ସନ୍ତୋଷ ଲାଞ୍ଚ ଟଙ୍କା ନେଇ ପ୍ରଧାନଙ୍କୁ ଦେଇଥିଲେ। ପ୍ରଧାନ ଟଙ୍କା ନେବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ରସାୟନ ବୋଲା ଟଙ୍କା ଜବତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story