ସମ୍ବଲପୁର: ୮ ବର୍ଷର ବାଳକକୁ ଟାଙ୍ଗିଆରେ ହାଣି ମହିଳାଙ୍କ ବଳି ଉଦ୍ୟମ ଅଭିଯୋଗ

ସମ୍ୱଲପୁର: ସମ୍ୱଲପୁର ଶାସନ ଥାନା ଗୌଡପାଲି ଗାଁରେ ଜଣେ ୮ବର୍ଷର ନାବାଳକକୁ ବଳି ପାଇଁ ଜଣେ ମହିଳା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମହିଳା ଜଣଙ୍କ ଘରକୁ ଏହି ନାବାଳକଟି ଯାଇଥିବାବେଳେ ତାକୁ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶୀକାର ହୋଇଥିବା ନାବାଳକ ଜଣକ ଅଭିଷେକ ତ୍ରିପାଠୀ। ଅଭିଷେକକୁ ମହିଳା ଜଣକ ପ୍ରଥମେ ପ୍ରସାଦ ଖାଇବାକୁ ଦେବା ସହ ମୁଣ୍ଡିଆ ମାରିବାକୁ କହିଥିଲେ। ଏହି ସମୟରେ ମହିଳା ଜଣକ ଅଭିଷେକକୁ ଟାଙ୍ଗିଆରେ ଆକ୍ରମଣ […]

sbpmap

sbpmap

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 02:46 PM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ଶାସନ ଥାନା ଗୌଡପାଲି ଗାଁରେ ଜଣେ ୮ବର୍ଷର ନାବାଳକକୁ ବଳି ପାଇଁ ଜଣେ ମହିଳା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମହିଳା ଜଣଙ୍କ ଘରକୁ ଏହି ନାବାଳକଟି ଯାଇଥିବାବେଳେ ତାକୁ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶୀକାର ହୋଇଥିବା ନାବାଳକ ଜଣକ ଅଭିଷେକ ତ୍ରିପାଠୀ। ଅଭିଷେକକୁ ମହିଳା ଜଣକ ପ୍ରଥମେ ପ୍ରସାଦ ଖାଇବାକୁ ଦେବା ସହ ମୁଣ୍ଡିଆ ମାରିବାକୁ କହିଥିଲେ। ଏହି ସମୟରେ ମହିଳା ଜଣକ ଅଭିଷେକକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏହି ଦୃଶ୍ୟ ଦେଖି ସମ୍ପୃକ୍ତ ମହିଳାଙ୍କ ଝିଅ ପାଟି କରିବାରୁ ଅଭିଷେକର ବାପା ଦୌଡ଼ି ଆସି ପୁଅକୁ ଉଦ୍ଧାର କରିଥିଲେ। ଅଭିଷେକର ମୁଣ୍ଡ ଓ ହାତକୁ ହାଣି ଦିଆଯାଇଥିବାବେଳେ ତାକୁ ବୁର୍ଲା ବଡ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ସେପଟେ ଅଭିଯୁକ୍ତ ମହିଳା ଜଣଙ୍କୁ ପୋଲିସ ଗିରଫ କରିବା ସହ ଟାଙ୍ଗିଆ ଜବତ କରିଛି। ତେବେ ସମ୍ପୃକ୍ତା ମହିଳା ଜଣଙ୍କର ମାନସିକ ବିକୃତି ରହିଛି ବୋଲି ପୋଲିସ କହିଛି। ସେପଟେ ବଳି ପାଇଁ ହତ୍ୟା ଉଦ୍ୟମ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story