ସାରଥିଙ୍କ ୩ ସହଯୋଗୀଙ୍କୁ ଇଡିର ଜେରା

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ୍ ସାରଥି ବାବାଙ୍କ ତିନି ସହଯୋଗୀକୁ ଆଜି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ସାରଥିଙ୍କ ଅର୍ଥ କାରବାର ନେଇ ତାଙ୍କୁ ଦୀର୍ଘ ସମୟ ଧରି ଇଡି ପକ୍ଷରୁ ପଚରାଉଚରା କରାଯାଇଛି। ଆଜି ପ୍ରଥମେ ସାରଥିଙ୍କ ସହଯୋଗୀ ଧରଣୀ ମଲ୍ଲିକ ଏବଂ ତାଙ୍କ ପୁଅ ଓ ପରେ ଅନ୍ୟତମ ସହଯୋଗୀ ବିଜୟ ସାହୁକୁ ଇଡି ଜେରା କରିଥିଲା। ଗତକାଲି ସାରଥି ବାବାଙ୍କ ଭାଇ ଦେବେନ୍ଦ୍ର ରାଉଳଙ୍କୁ ଇଡି ଜେରା କରିଥିଲା। ସାରଥିଙ୍କ […]

s

s

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 11:57 AM IST

Sports

Latest News

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ୍ ସାରଥି ବାବାଙ୍କ ତିନି ସହଯୋଗୀକୁ ଆଜି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ସାରଥିଙ୍କ ଅର୍ଥ କାରବାର ନେଇ ତାଙ୍କୁ ଦୀର୍ଘ ସମୟ ଧରି ଇଡି ପକ୍ଷରୁ ପଚରାଉଚରା କରାଯାଇଛି।

ଆଜି ପ୍ରଥମେ ସାରଥିଙ୍କ ସହଯୋଗୀ ଧରଣୀ ମଲ୍ଲିକ ଏବଂ ତାଙ୍କ ପୁଅ ଓ ପରେ ଅନ୍ୟତମ ସହଯୋଗୀ ବିଜୟ ସାହୁକୁ ଇଡି ଜେରା କରିଥିଲା।

ଗତକାଲି ସାରଥି ବାବାଙ୍କ ଭାଇ ଦେବେନ୍ଦ୍ର ରାଉଳଙ୍କୁ ଇଡି ଜେରା କରିଥିଲା। ସାରଥିଙ୍କ ଅର୍ଥ କାରବାର ନେଇ ତାଙ୍କୁ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଇଥିଲା। ଏହାସହ ସାରଥିଙ୍କ ଅନ୍ୟତମ ସହଯୋଗୀ ଖଗେଶ୍ୱର ରାଉତ ଓରଫ ଖଗାକୁ ମଧ୍ୟ ଇଡି କାର୍ଯ୍ୟାଳୟ ପକ୍ଷରୁ ଡକାଯାଇ ପଚରାଉଚରା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos