ଶ୍ରୀଭୂମିର ସମ୍ପତ୍ତି ବାଜ୍ୟାପ୍ତି

କଟକ: ଶ୍ରୀଭୂମି କନ୍‌ଷ୍ଟ୍ରକ୍‌ସନ୍‌ ପ୍ରାଇଭେଟ ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂସ୍ଥାର ୪୬.୬ ଏକର ଜମି ଓ ୩ ଲକ୍ଷ ୬୪ ହଜାର ଟଙ୍କାର ବ୍ୟାଙ୍କ ଜମା ବାଜ୍ୟାପ୍ତି ପାଇଁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କମ୍ ଦାମରେ ପ୍ଲଟ୍‌ ଯୋଗାଇବା ନାଁରେ ସଂସ୍ଥା ୫ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲା। ଏନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଘଟଣାର ତଦନ୍ତ ଆରମ୍ଭ […]

chitfund

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 11:01 PM IST

କଟକ: ଶ୍ରୀଭୂମି କନ୍‌ଷ୍ଟ୍ରକ୍‌ସନ୍‌ ପ୍ରାଇଭେଟ ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂସ୍ଥାର ୪୬.୬ ଏକର ଜମି ଓ ୩ ଲକ୍ଷ ୬୪ ହଜାର ଟଙ୍କାର ବ୍ୟାଙ୍କ ଜମା ବାଜ୍ୟାପ୍ତି ପାଇଁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

କମ୍ ଦାମରେ ପ୍ଲଟ୍‌ ଯୋଗାଇବା ନାଁରେ ସଂସ୍ଥା ୫ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲା। ଏନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଘଟଣାର ତଦନ୍ତ ଆରମ୍ଭ କରି ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ଅଞ୍ଚଳର ସଂସ୍ଥା ନାଁରେ ଥିବା ୪୬.୬ ଏକର ଜମି ଠାବ କରିଥିଲା।

Related story