ସୋସିଆଲ ମିଡ଼ିଆରେ ମହିଳା ଆଇନଜୀବୀଙ୍କ ଫେକ୍ ଆଇଡ଼ି ଖୋଲିବା ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ମହିଳା ଆଇନଜୀବୀଙ୍କ ଫେକ୍ ଆଇଡ଼ି କରିବା ଘଟଣାରେ  ଜଣେ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଭୁବନେଶ୍ୱର ବାହାରୁ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି।  ଅଭିଯୁକ୍ତ ଜଣଙ୍କ ମହିଳା ଆଇନଜୀବୀଙ୍କ ନାଁରେ ନକଲି ଆଇଡି କରି ଅଶ୍ଲୀଳ ଫଟୋ ପୋଷ୍ଟ କରିବା ସହ ଫୋନ୍‌ରେ ଏସିଡ୍‌ ମାଡ଼ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତକୁ ଗିରଫ କରିବା ଦାବିରେ  ଆଇନଜୀବୀମାନେ ଆନ୍ଦୋଳନ କରିଥିଲେ।

bhu

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 04:23 PM IST

Related story