ଶୁଭଲକ୍ଷ୍ମୀ ଆଚାର୍ଯ୍ୟଙ୍କ ଆତ୍ମହତ୍ୟା ମାମଲା: ଆଇଆଇଟି ପିଏଚ୍‌ଡି ଛାତ୍ର କାଳିପ୍ରସନ୍ନ ସେଠୀଙ୍କୁ ଜେରା

ଭୁବନେଶ୍ୱର: ଭିଡିଓ କଲିଂରେ ଲାଇଭ୍ ସୁଇସାଇଡ୍ ଘଟଣାରେ ଆଇଆଇଟି ଭୁବନେଶ୍ୱରର ପିଏଚଡି ଛାତ୍ର କାଳିପ୍ରସନ୍ନ ସେଠୀଙ୍କୁ ମଞ୍ଚେଶ୍ୱର ପୋଲିସ ଆଜି ଜେରା କରିଛି। ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ଆଚାର୍ଯ୍ୟଙ୍କ ସହ କାଳିପ୍ରସନ୍ନଙ୍କ ଝଗଡା ହୋଇଥିଲା। ଶୁଭଲକ୍ଷ୍ମୀଙ୍କ ସିଡିଆର ଯାଞ୍ଚ ପରେ କାଳିପ୍ରସନ୍ନଙ୍କ ଭୂମିକା ସାମ୍‌ନାକୁ ଆସିବା ପରେ ତାଙ୍କୁ ଜେରା କରିଯାଇଛି। ତେବେ କ’ଣ ପାଇଁ ଶୁଭଲକ୍ଷ୍ମୀଙ୍କ ସହ କାଳିପ୍ରସନ୍ନଙ୍କର ଝଗଡା ହୋଇଥିଲା ସେନେଇ ପୋଲିସ ପଚରାଉଚରା କରିଛି। ଖୁବଶୀଘ୍ର ନାଗପୁର ଆଇଆଇଟିରେ ପଢୁଥିବା ଚିରନ୍ତନଙ୍କୁ ଜେରା […]

immt scholar-subhalaxmi achrjya

immt scholar-subhalaxmi achrjya

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 02:08 PM IST

Sports

Latest News

ଭୁବନେଶ୍ୱର: ଭିଡିଓ କଲିଂରେ ଲାଇଭ୍ ସୁଇସାଇଡ୍ ଘଟଣାରେ ଆଇଆଇଟି ଭୁବନେଶ୍ୱରର ପିଏଚଡି ଛାତ୍ର କାଳିପ୍ରସନ୍ନ ସେଠୀଙ୍କୁ ମଞ୍ଚେଶ୍ୱର ପୋଲିସ ଆଜି ଜେରା କରିଛି। ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ଆଚାର୍ଯ୍ୟଙ୍କ ସହ କାଳିପ୍ରସନ୍ନଙ୍କ ଝଗଡା ହୋଇଥିଲା। ଶୁଭଲକ୍ଷ୍ମୀଙ୍କ ସିଡିଆର ଯାଞ୍ଚ ପରେ କାଳିପ୍ରସନ୍ନଙ୍କ ଭୂମିକା ସାମ୍‌ନାକୁ ଆସିବା ପରେ ତାଙ୍କୁ ଜେରା କରିଯାଇଛି। ତେବେ କ’ଣ ପାଇଁ ଶୁଭଲକ୍ଷ୍ମୀଙ୍କ ସହ କାଳିପ୍ରସନ୍ନଙ୍କର ଝଗଡା ହୋଇଥିଲା ସେନେଇ ପୋଲିସ ପଚରାଉଚରା କରିଛି। ଖୁବଶୀଘ୍ର ନାଗପୁର ଆଇଆଇଟିରେ ପଢୁଥିବା ଚିରନ୍ତନଙ୍କୁ ଜେରା କରାଯିବ। ଫେବ୍ରୁଆରୀ ୯ ତାରିଖ ରାତିରେ ଶୁଭଲକ୍ଷ୍ମୀ ଚିରନ୍ତନଙ୍କ ସହ ଭିଡିଓ କଲିଂ କରୁଥିବା ବେଳେ ଆତ୍ମହତ୍ୟା କରିଥିଲେ। ସେ ବିବାହିତ ଥିଲେ। କିନ୍ତୁ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ। ତାଙ୍କର ଏକ ୮ ବର୍ଷର ପୁଅ ମଧ୍ୟ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story