ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଇଡ଼ା ବ୍ଲକ୍‌ ଜିପିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ଜିପିଓ ଶେଷଦେବ ନାଏକଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସମ୍ୱଲପୁର ସ୍ପେଶାଲ୍ ଭିଜିଲାନ୍ସ କୋର୍ଟଙ୍କ ସର୍ଚ ୱାରେଣ୍ଟ ବଳରେ ଏକକାଳୀନ ତାଙ୍କର କୋଇଡ଼ା କାର୍ଯ୍ୟାଳୟ, ସୁନ୍ଦରଗଡ଼ ଥାନା ପଡ଼ା ସ୍ଥିତ ବାସଭବନ, ଟାଙ୍ଗରପାଲି ବ୍ଲକ ସୁର୍ଡା ସ୍ଥିତ ପୈତୃକ ବାସଭବନ ଏବଂ ଲେଫ୍ରିପଡ଼ା ବ୍ଲକ୍‌ ଅନ୍ତର୍ଗତ ରାଏଡ଼ିହି ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ […]

vigilance-raid

vigilance-raid

Rakesh Mallick
  • Published: Friday, 03 June 2016
  • Updated: 03 June 2016, 06:49 AM IST

Sports

Latest News

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ଜିପିଓ ଶେଷଦେବ ନାଏକଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସମ୍ୱଲପୁର ସ୍ପେଶାଲ୍ ଭିଜିଲାନ୍ସ କୋର୍ଟଙ୍କ ସର୍ଚ ୱାରେଣ୍ଟ ବଳରେ ଏକକାଳୀନ ତାଙ୍କର କୋଇଡ଼ା କାର୍ଯ୍ୟାଳୟ, ସୁନ୍ଦରଗଡ଼ ଥାନା ପଡ଼ା ସ୍ଥିତ ବାସଭବନ, ଟାଙ୍ଗରପାଲି ବ୍ଲକ ସୁର୍ଡା ସ୍ଥିତ ପୈତୃକ ବାସଭବନ ଏବଂ ଲେଫ୍ରିପଡ଼ା ବ୍ଲକ୍‌ ଅନ୍ତର୍ଗତ ରାଏଡ଼ିହି ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ସବୁ ଯାଞ୍ଚ ପରେ ତାଙ୍କର ପ୍ରକୃତ ସଂପତ୍ତିର ପରିମାଣ ଜଣାପଡ଼ିବ ବୋଲି ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସ୍‌ପି ପରମେଶ୍ୱର କିଶାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story