ସୁନ୍ଦରଗଡ଼: ଦେଢ ଏକର ଜମିରୁ ଅଫିମ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଞ୍ଚଳରେ ପ୍ରାୟ ଦେଢ ଏକର ଜମିରେ ହୋଇଥିବା ଅଫିମ ଚାଷକୁ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରି ଦିଆଯାଇଛି। ଲହୁଣିପଡା ଥାନା ଅନ୍ତର୍ଗତ ଟଣ୍ଟବାହାଲ ଗାଁ ନିକଟ ଘଞ୍ଚ ଜଙ୍ଗଲରେ ଏହି ଚାଷ କରାଯାଇଥିଲା। ଚଢାଉରେ ସମ୍ୱଲପୁର, ରାଉରକେଲା ଓ ବଣାଇ ଅବକାରୀ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ। ଏହାକୁ କିଏ ଚାଷ କରିଥିଲା ସେ ନେଇ କିଛି ସୂଚନା ମିଳିନାହିଁ। ତେବେ ମାଓବାଦୀମାନେ ଏହାକୁ ଚାଷ କରିଥିବା ସନ୍ଦେହ […]

afima

afima

Rakesh Mallick
  • Published: Tuesday, 23 February 2016
  • Updated: 23 February 2016, 01:31 PM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଞ୍ଚଳରେ ପ୍ରାୟ ଦେଢ ଏକର ଜମିରେ ହୋଇଥିବା ଅଫିମ ଚାଷକୁ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରି ଦିଆଯାଇଛି। ଲହୁଣିପଡା ଥାନା ଅନ୍ତର୍ଗତ ଟଣ୍ଟବାହାଲ ଗାଁ ନିକଟ ଘଞ୍ଚ ଜଙ୍ଗଲରେ ଏହି ଚାଷ କରାଯାଇଥିଲା। ଚଢାଉରେ ସମ୍ୱଲପୁର, ରାଉରକେଲା ଓ ବଣାଇ ଅବକାରୀ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ। ଏହାକୁ କିଏ ଚାଷ କରିଥିଲା ସେ ନେଇ କିଛି ସୂଚନା ମିଳିନାହିଁ। ତେବେ ମାଓବାଦୀମାନେ ଏହାକୁ ଚାଷ କରିଥିବା ସନ୍ଦେହ କରାଯାଉଛି। ସେହିପରି ନଷ୍ଟ କରାଯାଇଥିବା ଅଫିମ୍‌ ଚାଷର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos