ସୁନ୍ଦରଗଡ଼:୨ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଖୁନ୍ଦ୍ରାବାହାଲରେ ପୋଲିସ୍‌ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି।  ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣ ପିଏଲ୍‌ଏଫ୍‌ଆଇ ସଙ୍ଗଠନର ସଦସ୍ୟ ହୋଇଥିବା ବେଳେ ଅନ୍ୟ ଜଣକ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ୮ଟି ରାଇଫଲ୍‌, ୪୧ଟି ଗୁଳି, ୧୧କିଲୋଗ୍ରାମ୍‌ରୁ  ଅଧିକ ଜିଲୋଟିନ୍‌, ଗୋଟିଏ ବାଇକ୍‌ ଓ ମୋବାଇଲ୍‌ ଜବତ କରାଯାଇଛି। ଗତ ୩୦ରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଡକାୟତି ଘଟଣାରେ […]

giraf

Rakesh Mallick
  • Published: Sunday, 18 September 2016
  • , Updated: 18 September 2016, 08:29 AM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଖୁନ୍ଦ୍ରାବାହାଲରେ ପୋଲିସ୍‌ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି।  ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣ ପିଏଲ୍‌ଏଫ୍‌ଆଇ ସଙ୍ଗଠନର ସଦସ୍ୟ ହୋଇଥିବା ବେଳେ ଅନ୍ୟ ଜଣକ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ୮ଟି ରାଇଫଲ୍‌, ୪୧ଟି ଗୁଳି, ୧୧କିଲୋଗ୍ରାମ୍‌ରୁ  ଅଧିକ ଜିଲୋଟିନ୍‌, ଗୋଟିଏ ବାଇକ୍‌ ଓ ମୋବାଇଲ୍‌ ଜବତ କରାଯାଇଛି।

ଗତ ୩୦ରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଡକାୟତି ଘଟଣାରେ ସେମାନେ ସଂପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Related story