ମହିଳା କମିଶନଙ୍କ ନିକଟରେ ହାଜର ହେଲେ ତାରା ଦତ୍ତ

ଭୁବନେଶ୍ୱର: ପତ୍ନୀ ଇନ୍ଦୁଙ୍କ ଅଭିଯୋଗ ଆଧାରରେ ବରିଷ୍ଠ ଆଇଏଏସ୍ ଅଫିସର ତାରା ଦତ୍ତ ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ। ଏହା ସହିତ ଇନ୍ଦୁଲତା ମଧ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ। କମିଶନଙ୍କ କାର୍ଯ୍ୟାଳୟରେ ପ୍ରାୟ ୬ ଘଣ୍ଟା ଧରି ଆଲୋଚନା ଚାଲି ଥିଲା। ତେବେ ସେମାନଙ୍କ ସମସ୍ୟାର ସମାଧାନ ହୋଇନଥିବା ସୂଚନା ମିଳିଛି। ମହିଳା କମିଶନଙ୍କ କାର୍ଯ୍ୟାଳୟରୁ ବାହାରିବା ପରେ ତାରା ଦତ୍ତଙ୍କ ପତ୍ନୀ ଇନ୍ଦୁଲତା କହିଥିଲେ ଯେ ସେ ପଚାରିଥିବା ପ୍ରଶ୍ନଗୁଡ଼ିକର […]

tara

tara

Rakesh Mallick
  • Published: Friday, 04 March 2016
  • Updated: 04 March 2016, 05:50 PM IST

ଭୁବନେଶ୍ୱର: ପତ୍ନୀ ଇନ୍ଦୁଙ୍କ ଅଭିଯୋଗ ଆଧାରରେ ବରିଷ୍ଠ ଆଇଏଏସ୍ ଅଫିସର ତାରା ଦତ୍ତ ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ। ଏହା ସହିତ ଇନ୍ଦୁଲତା ମଧ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ। କମିଶନଙ୍କ କାର୍ଯ୍ୟାଳୟରେ ପ୍ରାୟ ୬ ଘଣ୍ଟା ଧରି ଆଲୋଚନା ଚାଲି ଥିଲା। ତେବେ ସେମାନଙ୍କ ସମସ୍ୟାର ସମାଧାନ ହୋଇନଥିବା ସୂଚନା ମିଳିଛି।

ମହିଳା କମିଶନଙ୍କ କାର୍ଯ୍ୟାଳୟରୁ ବାହାରିବା ପରେ ତାରା ଦତ୍ତଙ୍କ ପତ୍ନୀ ଇନ୍ଦୁଲତା କହିଥିଲେ ଯେ ସେ ପଚାରିଥିବା ପ୍ରଶ୍ନଗୁଡ଼ିକର ସନ୍ତୋଷଜନକ ଉତ୍ତର ମିଳିନାହିଁ।

ଆଇଇଏସ୍ ବନ୍ଦନା ଅଗ୍ରୱାଲଙ୍କ ସହିତ ତାଙ୍କ ସ୍ୱାମୀ ତାରା ଦତ୍ତଙ୍କର ସମ୍ପର୍କ ଅଛି ବୋଲି ଇନ୍ଦୁଲତା ଅଭିଯୋଗ କରିଥିଲେ। ଆଉ ସେଥିପାଇଁ ତାରା ଦତ୍ତ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଇନ୍ଦୁଲତା ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ବନ୍ଦନାଙ୍କ ସହ ସମ୍ପର୍କ ଅଭିଯୋଗକୁ ତାରା ଦତ୍ତ ପୂର୍ବରୁ ଖଣ୍ଡନ କରିଥିଲେ। ବିଭିନ୍ନ ଗଣମାଧ୍ୟମକୁ ୪ ପୃଷ୍ଠାର ଚିଠି ଲେଖି ତାରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁଡିକୁ ଖଣ୍ଡନ କରିଥିଲେ। ତେବେ ମହିଳା କମିଶନଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ସେ ଅଧିକ ସମୟ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story