ଉଦଳା: ନବ ବିବାହିତାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାଥାନା ଅନ୍ତର୍ଗତ ବାଲିଯୋଡ଼ା ଗାଁର ଶ୍ରୀକାନ୍ତ ମହାକୁଡଙ୍କ ଝିଅ ସର୍ବାସିନୀ ମହାକୁଡର ମୃତଦେହ ଗତକାଲି ବିଳମ୍ବିତ ରାତିରେ ଘର ଠାରୁ ୩୦୦ ମିଟର ଦୂର ନାହ୍ଲୁଦା ନଦୀ କଡ଼ରୁ ପୋଲିସ୍ ଉଦ୍ଧାର କରିଛି। ସର୍ବାସିନୀ ଗତ ମେ’ ୫ ତାରିଖରେ ବଡ଼ସାହି ଥାନା ଅନ୍ତର୍ଗତ ପାଟିସାରୀ ଗାଁର ଗଙ୍ଗାଧର ଦାସଙ୍କ ପୁଅ ରମାକାନ୍ତ ଦାସକୁ ବିବାହ କରିଥିଲେ। ବିଧି ଅନୁସାରେ ଗତ ୨୨ ତାରିଖ ଦିନ ବାପଘରକୁ ସର୍ବାସିନୀ ଆସିଥିଲେ। ଗତକାଲି ରାତିରେ […]

udala-hatya

udala-hatya

Rakesh Mallick
  • Published: Tuesday, 24 May 2016
  • Updated: 24 May 2016, 08:10 AM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାଥାନା ଅନ୍ତର୍ଗତ ବାଲିଯୋଡ଼ା ଗାଁର ଶ୍ରୀକାନ୍ତ ମହାକୁଡଙ୍କ ଝିଅ ସର୍ବାସିନୀ ମହାକୁଡର ମୃତଦେହ ଗତକାଲି ବିଳମ୍ବିତ ରାତିରେ ଘର ଠାରୁ ୩୦୦ ମିଟର ଦୂର ନାହ୍ଲୁଦା ନଦୀ କଡ଼ରୁ ପୋଲିସ୍ ଉଦ୍ଧାର କରିଛି। ସର୍ବାସିନୀ ଗତ ମେ’ ୫ ତାରିଖରେ ବଡ଼ସାହି ଥାନା ଅନ୍ତର୍ଗତ ପାଟିସାରୀ ଗାଁର ଗଙ୍ଗାଧର ଦାସଙ୍କ ପୁଅ ରମାକାନ୍ତ ଦାସକୁ ବିବାହ କରିଥିଲେ। ବିଧି ଅନୁସାରେ ଗତ ୨୨ ତାରିଖ ଦିନ ବାପଘରକୁ ସର୍ବାସିନୀ ଆସିଥିଲେ। ଗତକାଲି ରାତିରେ କେହି ଜଣେ  ଫୋନରେ ସର୍ବାସିନୀକୁ ଡାକିଥିଲା। ସନ୍ଧ୍ୟା ୭ଟା ସମୟରେ ସର୍ବାସିନୀକୁ ଆଉ ପରିବାର ଲୋକ ପାଇ ନ ଥିଲେ। ସୋମବାର ରାତି ୧୧ଟା ସମୟରେ ନାହ୍ଲୁଆ ନଦୀ ପଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପୋଲିସ୍ ଉଦ୍ଧାର କରିଥିଲା। ପୋଲିସ୍ ସର୍ବାସିନୀର ମୃତଦେହକୁ ଉଦ୍ଧାର କରି  ଶବ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି ଓ  ଘଟଣାର  ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story