ଉଲିବୁର ଖଣି ଦୁର୍ନୀତି ମାମଲା: କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା; ହୋଇପାରେ ଚାର୍ଜଫ୍ରେମ୍‌

କେନ୍ଦୁଝର: ଉଲିବୁର ଖଣି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି।  ଆଜି ଦୀପକଙ୍କ ବିରୋଧରେ ଚାର୍ଜଫ୍ରେମ୍ ହେବାର ସମ୍ଭାବନା ରହିଛି। ମାମଲାର ୨୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜାମିନରେ ଯାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।  

ulibur

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 09:36 AM IST

କେନ୍ଦୁଝର: ଉଲିବୁର ଖଣି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି।  ଆଜି ଦୀପକଙ୍କ ବିରୋଧରେ ଚାର୍ଜଫ୍ରେମ୍ ହେବାର ସମ୍ଭାବନା ରହିଛି।

ମାମଲାର ୨୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜାମିନରେ ଯାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Related story