ଚମ୍ପୁଆ ଫରେଷ୍ଟ୍ ରେଞ୍ଜ୍ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚମ୍ପୁଆ ଫରେଷ୍ଟ୍ ରେଞ୍ଜ୍ ଅଫିସର୍ ଭରତ କୁମାର ଘଡ଼େଇଙ୍କ ଘରେ ଚଢ଼ାଉ କରାଯାଇଛି। ତାଙ୍କର ଚମ୍ପୁଆ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହା ସହ ଭୁବନେଶ୍ୱରର ଆଇଗିଣିଆ ସ୍ଥିତ ବାସଭବନ, ରାଉରକେଲାରେ ୨ଟି ଘର ଓ ଭଦ୍ରକର ଜାହାଙ୍ଗୀସ୍ଥିତ ବାସଭବନରେ ଏକସଙ୍ଗରେ ଏହି ଚଢ଼ାଉ କରାଯାଇଥିବା କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପି ହରେକୃଷ୍ଣ ମାଝି କହିଛନ୍ତି।  

vigilance

Rakesh Mallick
  • Published: Thursday, 09 February 2017
  • , Updated: 09 February 2017, 11:08 AM IST

Related story