ଭିନ୍ନ ଭିନ୍ନ ଘଟଣାରେ ଲାଞ୍ଚ ନେବା ବେଳେ ୨ ଗିରଫ

ବ୍ରହ୍ମପୁର: ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ଏକ ସ୍ଥାନରୁ ଜବତ ହୋଇଥିବା ଗୁଟଖାକୁ ଛାଡ଼ି ଦେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନ କରିବା ପାଇଁ ବ୍ରହ୍ମପୁର ବଡ଼ ବଜାର ଥାନା ଅଧିକାରୀ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କୁ ଗାନ୍ଧି ନଗର ଅଞ୍ଚଳର ଗୁଟଖା ବ୍ୟବସାୟୀଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଗୁଟଖା ବ୍ୟବସାୟୀ କେ. ରବୀନ୍ଦ୍ର କୁମାର ପାତ୍ର ଭିଜିଲାନ୍ସ […]

bramhapur-map

bramhapur-map

Rakesh Mallick
  • Published: Wednesday, 17 February 2016
  • Updated: 17 February 2016, 12:27 PM IST

Sports

Latest News

ବ୍ରହ୍ମପୁର: ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ଏକ ସ୍ଥାନରୁ ଜବତ ହୋଇଥିବା ଗୁଟଖାକୁ ଛାଡ଼ି ଦେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନ କରିବା ପାଇଁ ବ୍ରହ୍ମପୁର ବଡ଼ ବଜାର ଥାନା ଅଧିକାରୀ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କୁ ଗାନ୍ଧି ନଗର ଅଞ୍ଚଳର ଗୁଟଖା ବ୍ୟବସାୟୀଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଗୁଟଖା ବ୍ୟବସାୟୀ କେ. ରବୀନ୍ଦ୍ର କୁମାର ପାତ୍ର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି ଥାନା ଅଧିକାରୀ ରବୀନ୍ଦ୍ରଙ୍କ ଠାରୁ ୨ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

ସେହିପରି ଏକ ବକେୟା ବିଲ୍ ପାସ କରି ଦେବା ପାଇଁ ଶ୍ରମିକ ନେତା ଅକ୍ଷୟ କୁମାର ସାହୁଙ୍କୁ ଆସିକା ବ୍ଲକରେ କାର୍ଯ୍ୟରତ ଗ୍ରାମ ପଞ୍ଚାୟତ ଟେକନିକାଲ୍ ଆସିଷ୍ଟାଣ୍ଟ୍ ମେହବୁବ୍ ଆଲାମ୍ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏ ନେଇ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇବା ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ଲାଞ୍ଚ ଟଙ୍କା ସହ ତାଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ଏସପି ମନୋରଞ୍ଜନ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story