ରାତି ହେଲେ ରାଜଧାନୀରେ କଣ ହୁଏ ?

ଘନଘନ ପ୍ରେସମିଟ ହେଉଛି ହେଲେ ଧରପଗଡ ହେଉନି। ବାଇପାସ ରୋଡ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପିସିଆରର ଦେଖା ମିଳୁନି।

Manoj Swain
  • Published: Thursday, 19 October 2023
  • Updated: 19 October 2023, 11:47 AM IST

Sports

Latest News

ରାଜଧାନୀରେ କିଏ ଖଣ୍ଡାରେ ହାଣୁଛି ତ କିଏ କାହାକୁ ଉଠାଇ ନେଉଛି। ରାଜଧାନୀ ହୋଇଗଲାଣି ଅପରାଧୀଙ୍କ ଆଡ୍ଡାସ୍ଥଳୀ। । ଆପାର୍ଟମେଣ୍ଟ ସୋସାଇଟିରେ ମଧ୍ୟ ଲୋକ ସୁରକ୍ଷିତ ନୁହଁନ୍ତି। ମଙ୍ଗରାଜ ପଏଣ୍ଟରେ ଥିବା ଏକ ଅଟୋ ଶୋ’ ରୁମ୍‌ର ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଛନ୍ତି । ଘନଘନ ପ୍ରେସମିଟ ହେଉଛି ହେଲେ ଧରପଗଡ ହେଉନି। ବାଇପାସ ରୋଡ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପିସିଆରର ଦେଖା ମିଳୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos