ବାଲେଶ୍ୱର: ହେଟାବାଘ ଆକ୍ରମଣରେ ୧୦ ଆହତ

ସୋର:ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚକଜଗନ୍ନାଥପୁର, ବରୁଣ ସିଂ, ଖନ୍ତାପଡ଼ା ଆଦି ପଞ୍ଚାୟତରେ ଏକ ହେଟା ବାଘ ଆକ୍ରମଣରେ ୧୦ ଆହତ ହୋଇଛନ୍ତି। ସେମାନଙ୍କ ଖନ୍ତପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, କୁଳିଢିହା ଅଭୟାରଣ୍ୟରୁ ରବିବାର ସନ୍ଧ୍ୟାରେ ଏକ ହେଟାବାଘ ତଳି ଅଞ୍ଚଳକୁ ଖସି ଆସି ବିତ୍ପାତ କରିଥିଲା। ବାଘଟିକୁ ପ୍ରଥମେ ଠାବ କରିଥିଲେ ଚକଜଗନ୍ନାଥପୁର ପଞ୍ଚାୟତର କେତେକ ଲୋକ। ସେମାନେ ବାଘଟିକୁ ଘଉଡ଼ାଇ ଦେଇଥିଲେ। ପରେ କେତେ ଜଣ ବ୍ୟକ୍ତି ବାଘଟିକୁ […]

tigerattack

tigerattack

Rakesh Mallick
  • Published: Monday, 31 August 2015
  • Updated: 31 August 2015, 04:21 AM IST

Sports

Latest News

tigerattackସୋର:ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚକଜଗନ୍ନାଥପୁର, ବରୁଣ ସିଂ, ଖନ୍ତାପଡ଼ା ଆଦି ପଞ୍ଚାୟତରେ ଏକ ହେଟା ବାଘ ଆକ୍ରମଣରେ ୧୦ ଆହତ ହୋଇଛନ୍ତି। ସେମାନଙ୍କ ଖନ୍ତପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, କୁଳିଢିହା ଅଭୟାରଣ୍ୟରୁ ରବିବାର ସନ୍ଧ୍ୟାରେ ଏକ ହେଟାବାଘ ତଳି ଅଞ୍ଚଳକୁ ଖସି ଆସି ବିତ୍ପାତ କରିଥିଲା। ବାଘଟିକୁ ପ୍ରଥମେ ଠାବ କରିଥିଲେ ଚକଜଗନ୍ନାଥପୁର ପଞ୍ଚାୟତର କେତେକ ଲୋକ। ସେମାନେ ବାଘଟିକୁ ଘଉଡ଼ାଇ ଦେଇଥିଲେ। ପରେ କେତେ ଜଣ ବ୍ୟକ୍ତି ବାଘଟିକୁ ନିକଟସ୍ଥ ଏକ ମନ୍ଦିରର ପରିସରରେ ପୂରାଇ ଦେଇଥିଲେ। ତା’ପରେ ବାଘଟିକୁ ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ହୋଇଥିଲା। ଅଧିକ ଲୋକ ଦେଖି ବାଘଟି ଚିତ୍କାର କରିଥିଲା ଓ କୌଣସି ମତେ ଗ୍ରୀଲ ବାହାରକୁ ଚାଲି ଆସିଥିଲା। ବାହାରକୁ ଆସିବା ମାତ୍ରେ ବାଘଟି ଲୋକଙ୍କୁ ଆକ୍ରମଣ କରିଥିଲା। ଫଳରେ ଚକଜଗନ୍ନାଥପୁର ଅଞ୍ଚଳର ଲକ୍ଷ୍ମୀଧର ବାରିକ (୩୨), ରଞ୍ଜିତ ମହାପାତ୍ର (୨୦), ଉପେନ୍ଦ୍ର ବାରିକ (୬୫), ଖଗେଶ୍ୱର କୁମାର ମହାନ୍ତି (୩୫), ରାମଚନ୍ଦ୍ର ହାଁସଦା (୨୬), ରାଧାମଣି ମହାପାତ୍ର (୬୦), ସରସ୍ୱତୀ ମହାଳିକ (୪୫), ତାହାଳିଆର ରାଜେଶ ପାତ୍ର (୧୯) ଓ ବରୁଣସିଂ ଅଞ୍ଚଳର ବାନ୍ତି ସିଂ (୪୦) ପ୍ରମୁଖ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଖନ୍ତପଡ଼ା ଡାକ୍ତରଖାନାର ଡାକ୍ତର ବେଞ୍ଜୁ ମାରାଣ୍ଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story