ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦିଅ:ସମ୍ୱଲପୁର ଜିଲ୍ଲା କଂଗ୍ରେସ କମିଟି

ସମ୍ବଲପୁର: ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଦାବି କରିଛି ସମ୍ୱଲପୁର ଜିଲ୍ଲା କଂଗ୍ରେସ କମିଟି। ଏହା ଛଡା ମାସିକ ପେନସନ ଓ ସେମାନଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ଦାବି କରାଯାଇଛି। ସମ୍ୱଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି, ବର୍ତ୍ତମାନ ଚାଷୀ ଆତ୍ମହତ୍ୟା […]

sambalpur-jilla-congress-comity

sambalpur-jilla-congress-comity

Rakesh Mallick
  • Published: Monday, 12 October 2015
  • Updated: 12 October 2015, 10:55 AM IST

Sports

Latest News

ସମ୍ବଲପୁର: ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଦାବି କରିଛି ସମ୍ୱଲପୁର ଜିଲ୍ଲା କଂଗ୍ରେସ କମିଟି। ଏହା ଛଡା ମାସିକ ପେନସନ ଓ ସେମାନଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ଦାବି କରାଯାଇଛି। ସମ୍ୱଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି, ବର୍ତ୍ତମାନ ଚାଷୀ ଆତ୍ମହତ୍ୟା ଘଟଣା ବଢିଚାଲିଥିବା ବେଳେ ବିଜେଡି ଏହି ସମସ୍ୟାର ସମାଧାନ ନ କରି ପଦଯାତ୍ରାରେ ଲାଗିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story