ବାଲେଶ୍ୱର: ଆଘୁଆନସାହି ଗାଁରେ ଝାଡ଼ାବାନ୍ତି ଆତଙ୍କ; ୩ ମୃତ, ୩୦ରୁ ଅଧିକ ଆକ୍ରାନ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଆଘୁଆନସାହି ଗାଁରେ ଝାଡ଼ାବାନ୍ତି ଆତଙ୍କ। ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ  ସେମାନଙ୍କୁ ବାଲେଶ୍ୱର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମଧ୍ୟରେ  କୋକୁଆ ଭୟ ସୃଷ୍ଟି ହୋଇଛି। ଔପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କେହି ଡାକ୍ତର ନ ଥିବାରୁ ଜଣେ ଫାର୍ମାସିଷ୍ଟ ଓ ଜଣେ ଆୟୁଷ ଡାକ୍ତର ଗାଁକୁ […]

baleswar

baleswar

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 02:56 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଆଘୁଆନସାହି ଗାଁରେ ଝାଡ଼ାବାନ୍ତି ଆତଙ୍କ। ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ  ସେମାନଙ୍କୁ ବାଲେଶ୍ୱର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମଧ୍ୟରେ  କୋକୁଆ ଭୟ ସୃଷ୍ଟି ହୋଇଛି।

ଔପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କେହି ଡାକ୍ତର ନ ଥିବାରୁ ଜଣେ ଫାର୍ମାସିଷ୍ଟ ଓ ଜଣେ ଆୟୁଷ ଡାକ୍ତର ଗାଁକୁ ଯାଇ ଚିକିତ୍ସା କରୁଛନ୍ତି। ଦୂଷିତ ପାଣି ପିଇବା ଯୋଗୁଁ ଗାଁରେ ଏଭଳି ଡାଇରିଆ ବ୍ୟାପିଥିବା କୁହାଯାଉଛି। ଏହି ଘଟଣା ପରେ ନୀଳଗିରି ବିଧାୟକ ଗାଁକୁ ଯାଇ ପ୍ରତ୍ୟେକ ପରିବାରଙ୍କୁ ମଶାରୀ ଓ ପାଣି ବୋତଲ୍‌ ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story