ବାଇକ୍‌କୁ ପିଟିଲା ଟ୍ରକ୍‌: ମହିଳା ମୃତ, ୩ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୫ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ଓଡସଳା ଗାଁର  ମିନତୀ ଜେନା। ଏକ ବାଇକ୍‌ରେ ମିନତୀ ତାଙ୍କ ଭାଇ ଓ ଦୁଇ ପିଲାଙ୍କ ସହ ଭଦ୍ରକରୁ ମାର୍କେଟିଂ କରି ଫେରୁଥିବା ବେଳେ ଚରମ୍ପା ନିକଟରେ ଏକ ଟ୍ରକ୍‌ ତାଙ୍କ ବାଇକ୍‌କୁ […]

bhadrak

bhadrak

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 07:20 PM IST

Sports

Latest News

ଭଦ୍ରକ: ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୫ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ଓଡସଳା ଗାଁର  ମିନତୀ ଜେନା।

ଏକ ବାଇକ୍‌ରେ ମିନତୀ ତାଙ୍କ ଭାଇ ଓ ଦୁଇ ପିଲାଙ୍କ ସହ ଭଦ୍ରକରୁ ମାର୍କେଟିଂ କରି ଫେରୁଥିବା ବେଳେ ଚରମ୍ପା ନିକଟରେ ଏକ ଟ୍ରକ୍‌ ତାଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ଅଣାଯିବା ବେଳେ ବାଟରେ ମିନତୀଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କ ପୁଅ ଓ ଭାଇଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ଝିଅ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story