ବଣାଇ: ଟ୍ରାନ୍ସଫର୍ମର ପୋଡିଯାଇଥିବା ସତ୍ତ୍ୱେ ଆସୁଛି ବିଦ୍ୟୁତ୍ ବିଲ୍

ବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ସାନଭାଲୁଡ଼ୁଙ୍ଗୁରି ଗ୍ରାମରେ ଗତ ଏକମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଛି । ଗ୍ରାମବାସୀ ବକେୟା ବିଦ୍ୟୁତ ବିଲ ଦେଇଥିଲେ ମଧ୍ୟ ନୂଆ ଟ୍ରାନ୍ସଫର୍ମର ବସାଯାଉନାହିଁ । ଅନ୍ୟପକ୍ଷେ ଟ୍ରାନ୍ସଫର୍ମର ପୋଡି ଯାଇଥିଲେ ମଧ୍ୟ ବିଦ୍ୟୁତ ବିଲ ଆସିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଟ୍ରାନ୍ସଫର୍ମର ବସାଇବାକୁ ଦାବି କରାଯାଉ ଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି […]

bonai

bonai

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 09:50 AM IST

Sports

Latest News

bonaiବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ସାନଭାଲୁଡ଼ୁଙ୍ଗୁରି ଗ୍ରାମରେ ଗତ ଏକମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଛି । ଗ୍ରାମବାସୀ ବକେୟା ବିଦ୍ୟୁତ ବିଲ ଦେଇଥିଲେ ମଧ୍ୟ ନୂଆ ଟ୍ରାନ୍ସଫର୍ମର ବସାଯାଉନାହିଁ । ଅନ୍ୟପକ୍ଷେ ଟ୍ରାନ୍ସଫର୍ମର ପୋଡି ଯାଇଥିଲେ ମଧ୍ୟ ବିଦ୍ୟୁତ ବିଲ ଆସିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଟ୍ରାନ୍ସଫର୍ମର ବସାଇବାକୁ ଦାବି କରାଯାଉ ଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏବେ ପିଲାମାନଙ୍କ ପରୀକ୍ଷା ଚାଲିଥିବାରୁ ବିଦ୍ୟୁତ ନ ଥିବାରୁ ପାଠପଢାରେ ସମସ୍ୟା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗ୍ରାମରେ ୪୦ ପରିବାର ରହୁଛନ୍ତି । ଟ୍ରାନ୍ସଫର୍ମର ପୋଡିଯିବା ପରେ ଏ ନେଇ ସେମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ସେତେବେଳେ ବିଭାଗ ପକ୍ଷରୁ ବକେୟା ବିଲ ପ୍ରଦାନ କରିବାକୁ କହାଯାଇଥିଲା । ଗ୍ରାମବାସୀ ବକେୟା ଅର୍ଥର କିଛି ଆଦାୟ କରି ପ୍ରଦାନ କରିଥିଲେ । ଏହାପରେ ମଧ୍ୟ ଟ୍ରାନ୍ସଫର୍ମର ବସାଯାଇ ନ ଥିଲା । ଏପରି କି ନୂଆ ଟ୍ରାନ୍ସଫର୍ମର ବସାଇବା ଦାବିରେ ଗ୍ରାମବାସୀ ପୂର୍ବରୁ ବିଭାଗୀୟ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଥିଲେ । ହେଲେ କିଛି ଲାଭ ହୋଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ୱିସ୍କୋ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଭୁଲରେ ବିଲ ପଳାଇଯାଇଛି, ଏହାକୁ ବାଦ ଦିଆଯିବ । ଏହାସହ ଟ୍ରାନ୍ସଫର୍ମର ବସାଯିବା ସମ୍ପର୍କରେ ସେ କହିଛନ୍ତି, ଗ୍ରାମବାସୀଙ୍କ ବକେୟା ବିଲ ୬୦ହଜାର ଟଙ୍କା ବାକି ରହିଛି । ସେମାନେ ମାତ୍ର ୧୦ ହଜାର ଟଙ୍କା ପଇଠ କରିଛନ୍ତି । ଗ୍ରାମବାସୀଙ୍କୁ ଆଉ କିଛି ବିଦ୍ୟୁତ ବିଲ ପଇଠ କରିବାକୁ କୁହାଯାଇଛି । ତେବେ ଶୀଘ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story