ଢେଙ୍କାନାଳ: ମାଈ ହାତୀର ମୃତଦେହ ଠାବ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମର୍କଟା ଅମ୍ବଖୋଲ ଜଙ୍ଗଲରୁ ମାଈ ହାତୀର ମୃତଦେହ ଠାବ କରାଯାଇଛି।  ଜଙ୍ଗଲ ଭିତରେ ହାତୀଟି ପ୍ରାୟ ୧୫ ଦିନ ତଳରୁ ମରିଥିବା ବନ ବିଭାଗ ସୂଚନା ଦେଇଥିଲା। ତେବେ ହାତୀଟିର କିପରି ମୃତ୍ୟୁ ହେଲା ସେ ନେଇ ତଦନ୍ତ ଜାରି ରହିଛି ବୋଲି କାମାକ୍ଷାନଗର ଏସିଏଫ୍ ମହେଶ୍ୱର ପଟ୍ଟନାୟକ କହିଛନ୍ତି।

elephant-death -4

elephant-death -4

Rakesh Mallick
  • Published: Sunday, 28 February 2016
  • Updated: 28 February 2016, 03:25 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story