ଢେଙ୍କାନାଳ: ଜିଲ୍ଲା ଓକିଲ ସଂଘର ରାଲି, ୧୨ରେ ବନ୍ଦ ଡାକରା

ଢେଙ୍କାନାଳ: ଢେଙ୍କାନାଳରେ ବୁଧବାର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି। ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ଓ ଜଜ୍ ନିଯୁକ୍ତି ଦାବିରେ ସଂଘ ପକ୍ଷରୁ ଏକମାସ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସଂଘ ପକ୍ଷରୁ ରାଲି କରାଯାଇଥିଲା। କୋର୍ଟ ଛକରୁ ବାଜି ଚୌକ ଛକ ପର୍ଯ୍ୟନ୍ତ ଓକିଲ ସଂଘ ସଦସ୍ୟମାନେ ରାଲିରେ ଯାଥିଲେ। ଆସନ୍ତା ୧୨ ତାରିଖରେ ସଂଘ ପକ୍ଷରୁ […]

dhenkanal-strike

dhenkanal-strike

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 02:10 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳରେ ବୁଧବାର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି। ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ଓ ଜଜ୍ ନିଯୁକ୍ତି ଦାବିରେ ସଂଘ ପକ୍ଷରୁ ଏକମାସ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସଂଘ ପକ୍ଷରୁ ରାଲି କରାଯାଇଥିଲା। କୋର୍ଟ ଛକରୁ ବାଜି ଚୌକ ଛକ ପର୍ଯ୍ୟନ୍ତ ଓକିଲ ସଂଘ ସଦସ୍ୟମାନେ ରାଲିରେ ଯାଥିଲେ। ଆସନ୍ତା ୧୨ ତାରିଖରେ ସଂଘ ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ବଣିକ ସଂଘ, ମିଳିତ ବଜାର ପୂଜା କମିଟି, ସବୁ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story