ଗଞ୍ଜାମ: ଢ଼େପାଗୁଡା ଗାଁରେ ସୃଷ୍ଟି ଗର୍ତ୍ତ ଗୁଡିକର ପରୀକ୍ଷା କରିବାକୁ ଆଜି ଆସିବେ ଭୂତତ୍ତ୍ୱବିତ୍

ଗଞ୍ଜାମ: ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ ରାଇକିଆ ବ୍ଲକ୍ ଢେପାଗୁଡ଼ା ଗାଁରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ପରେ ସେହି ସ୍ଥାନ ବାସ ଉପଯୋଗୀ କି ନୁହେଁ ତାହା ପରୀକ୍ଷା କରାଯିବ। ଆଜି ଭୂତତ୍ତ୍ୱବିତ୍ ମାନେ ସେଠାରେ ସ୍ଥିତିର ଅନୁଧ୍ୟାନ କରିବେ। ଭୂତତ୍ତ୍ୱବିତ୍ ରିପୋର୍ଟ ମିଳିବା ପରେ ସେ ଅଞ୍ଚଳ ବାସୋପଯୋଗୀ କି ନୁହେଁ ଜଣାପଡ଼ିବ ବୋଲି ରାଇକିଆ ଏବିଡିଓ କହିଛନ୍ତି। ଲଗାଣ ବର୍ଷା ଛାଡ଼ିଯିବା ପରେ ପରିସ୍ଥିତି ସ୍ୱାଭାବିକ ରହିଥିଲେ ମଧ୍ୟ ଢେପାଗୁଡ଼ା, ଠୁରିଆମ୍ୱ ଓ ମହୁଲପଲ୍ଲୀ ଗାଁଲୋକେ ଭୟଭୀତ ହୋଇ […]

gajam

gajam

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 04:16 AM IST

Sports

Latest News

ଗଞ୍ଜାମ: ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ ରାଇକିଆ ବ୍ଲକ୍ ଢେପାଗୁଡ଼ା ଗାଁରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ପରେ ସେହି ସ୍ଥାନ ବାସ ଉପଯୋଗୀ କି ନୁହେଁ ତାହା ପରୀକ୍ଷା କରାଯିବ। ଆଜି ଭୂତତ୍ତ୍ୱବିତ୍ ମାନେ ସେଠାରେ ସ୍ଥିତିର ଅନୁଧ୍ୟାନ କରିବେ। ଭୂତତ୍ତ୍ୱବିତ୍ ରିପୋର୍ଟ ମିଳିବା ପରେ ସେ ଅଞ୍ଚଳ ବାସୋପଯୋଗୀ କି ନୁହେଁ ଜଣାପଡ଼ିବ ବୋଲି ରାଇକିଆ ଏବିଡିଓ କହିଛନ୍ତି। ଲଗାଣ ବର୍ଷା ଛାଡ଼ିଯିବା ପରେ ପରିସ୍ଥିତି ସ୍ୱାଭାବିକ ରହିଥିଲେ ମଧ୍ୟ ଢେପାଗୁଡ଼ା, ଠୁରିଆମ୍ୱ ଓ ମହୁଲପଲ୍ଲୀ ଗାଁଲୋକେ ଭୟଭୀତ ହୋଇ ବୁଧବାର ଠାରୁ ଇନ୍ଦ୍ରଗଡ଼ ଓ ବଗେଇଜୁ ସ୍କୁଲରେ ଆଶ୍ରୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story