ରାୟଗଡ଼ା: ଏକରେରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ୍‌

ଗୁଣପୁର: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ପୋଲିସ୍‌ ଆଜି ତରଲେଣ୍ଡି ବନାଞ୍ଚଳରେ ପୃଥକ ପୃଥକ ଜାଗାରେ ଚଢ଼ାଉ କରି ଏକ ଏକରରୁ ଅଧିକ ଜମିର ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଛି। ଗଞ୍ଜେଇ ଗଛଗୁଡ଼ିକୁ କାଟି ଦେବା ପରେ ସେଥିରେ ନିଆଁ ଲଗାଇ ଦିଆଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୁଣପୁର ଏସ୍‌ଡିପିଓ ଅଶ୍ୱିନୀ ନାୟକ, ଅବକାରୀ ଉପ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ ଓ ବନ ବିଭାଗର ଏକ ଟିମ୍‌ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ। ଏହି […]

gunupur-ganjai

gunupur-ganjai

Rakesh Mallick
  • Published: Friday, 25 November 2016
  • Updated: 25 November 2016, 05:06 PM IST

Sports

Latest News

ଗୁଣପୁର: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ପୋଲିସ୍‌ ଆଜି ତରଲେଣ୍ଡି ବନାଞ୍ଚଳରେ ପୃଥକ ପୃଥକ ଜାଗାରେ ଚଢ଼ାଉ କରି ଏକ ଏକରରୁ ଅଧିକ ଜମିର ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଛି। ଗଞ୍ଜେଇ ଗଛଗୁଡ଼ିକୁ କାଟି ଦେବା ପରେ ସେଥିରେ ନିଆଁ ଲଗାଇ ଦିଆଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୁଣପୁର ଏସ୍‌ଡିପିଓ ଅଶ୍ୱିନୀ ନାୟକ, ଅବକାରୀ ଉପ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ ଓ ବନ ବିଭାଗର ଏକ ଟିମ୍‌ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ।

ଏହି ଘଟଣା ପରେ ଗଞ୍ଜେଇ ଚାଷୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଏସ୍‌ଡିପିଓ ଅଶ୍ୱିନୀ ନାୟକ କହିଛନ୍ତି,“ତରଲେଣ୍ଡି ଓ ଆଖପାଖ ବନାଞ୍ଚଳରେ ଚଢ଼ାଉ କରାଯାଇ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ଏପରି ଚଢ଼ାଉ ବନ ବିଭାଗ ସହାୟତାରେ ଏବେ ନିୟମିତ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story