ଯାଜପୁର ଓ ଭଦ୍ରକରେ ଧୂମଧାମରେ ଚାଲିଛି ମା’ କାଳୀଙ୍କ ପୂଜା

ଯାଜପୁର/ଭଦ୍ରକ: ଯାଜପୁର ସହରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ମା’ କାଳୀଙ୍କ ପୂଜା। ଯାଜପୁର ଟାଉନରେ ୪୪ଟି ପୂଜା ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ବଡ଼ ବଜାର, ହରପାର୍ବତୀ ଛକ, ମାର୍କେଟ ଛକ, ନାରାୟଣ ଛକ, ଗରିଆପୁର, କିଆନାଳୀ ଛକ, ମହାବୀର ଛକ ପୂଜା ମଣ୍ଡପଗୁଡ଼ିକରେ ଧୂମଧାମରେ ପୂଜା ପାଳନ କରାଯାଉଛି। ୭ଦିନ ଧରି ଏହି ପୂଜା ଚାଲିବ। ବିଭିନ୍ନ ପୂଜା ମଣ୍ଡପ ଓ ରାସ୍ତାକୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜ୍ଜା ଯାଇଛି । ଏହାସହ […]

jajpur-bhdrak

jajpur-bhdrak

Rakesh Mallick
  • Published: Thursday, 12 November 2015
  • Updated: 12 November 2015, 09:50 AM IST

Sports

Latest News

ଯାଜପୁର/ଭଦ୍ରକ: ଯାଜପୁର ସହରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ମା’ କାଳୀଙ୍କ ପୂଜା। ଯାଜପୁର ଟାଉନରେ ୪୪ଟି ପୂଜା ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ବଡ଼ ବଜାର, ହରପାର୍ବତୀ ଛକ, ମାର୍କେଟ ଛକ, ନାରାୟଣ ଛକ, ଗରିଆପୁର, କିଆନାଳୀ ଛକ, ମହାବୀର ଛକ ପୂଜା ମଣ୍ଡପଗୁଡ଼ିକରେ ଧୂମଧାମରେ ପୂଜା ପାଳନ କରାଯାଉଛି। ୭ଦିନ ଧରି ଏହି ପୂଜା ଚାଲିବ। ବିଭିନ୍ନ ପୂଜା ମଣ୍ଡପ ଓ ରାସ୍ତାକୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜ୍ଜା ଯାଇଛି । ଏହାସହ ବିଭିନ୍ନ ପୂଜା କମିଟି ପକ୍ଷରୁ ମୀନାବଜାରର ଆୟୋଜନ କରାଯାଇଛି।
ସେହିପରି ମା’ କାଳୀଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇପଡିଛି ଭଦ୍ରକ ସହର। ବିଶେଷ କରି ଚରମ୍ପା ଅଞ୍ଚଳରେ ୯ଟି ସ୍ଥାନରେ ପୂଜା ଅତି ଧୂମଧାମରେ ପାଳନ ହେଉଛି। ଜିଲ୍ଲାରେ ୫୯ଟି ସ୍ଥାନରେ ମା’ଙ୍କ ପୂଜା କରାଯାଉଛି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ଓ ମୀନାବଜାର ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି। ଟ୍ରାଫିକ ଛକ, ପିଡବ୍ଲ୍ୟୁଆଇ ଏରେଇ, ଡ଼ଗରା ସାହି, ରାଜଘାଟ ଓ ଦକ୍ଷିଣେଶ୍ୱରୀ କାଳୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story