ଜମୁଛି ଚାନ୍ଦିପୁର ବେଳାଭୂମି ମହୋତ୍ସବ

ବାଲେଶ୍ୱର: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଚାନ୍ଦିପୁର ବେଳାଭୂମି ମହୋତ୍ସବର ଦ୍ୱତୀୟ ଦିନରେ ଆଜି ପ୍ରବଳ ଜନସମାଗମ ହୋଇଛି। ମୁଖ୍ୟତଃ ଛୁଟି କାଟିବାକୁ ଓଡ଼ିଶାକୁ ଆସିଥିବା ବିଦେଶୀମାନେ ବୁଲି ବୁଲି ମହୋତ୍ସବ ଦେଖିବା ସହ କିଣାକିଣି କରୁଥିବା ଦେଖିବାକୁ ମିଳୁଛି। ଏହାସହ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ମହୋତ୍ସବକୁ ଦେଖିବାକୁ ଆସୁଛନ୍ତି। କିଣାକଣି ସହ ଖାଇବା ବି ଜମୁଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନ, ରାଜ୍ୟ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ସାଂସ୍କୃତିକ […]

CHANDIPUR BEACH FEASTIVAL

CHANDIPUR BEACH FEASTIVAL

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 02:40 PM IST

Sports

Latest News

ବାଲେଶ୍ୱର: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଚାନ୍ଦିପୁର ବେଳାଭୂମି ମହୋତ୍ସବର ଦ୍ୱତୀୟ ଦିନରେ ଆଜି ପ୍ରବଳ ଜନସମାଗମ ହୋଇଛି। ମୁଖ୍ୟତଃ ଛୁଟି କାଟିବାକୁ ଓଡ଼ିଶାକୁ ଆସିଥିବା ବିଦେଶୀମାନେ ବୁଲି ବୁଲି ମହୋତ୍ସବ ଦେଖିବା ସହ କିଣାକିଣି କରୁଥିବା ଦେଖିବାକୁ ମିଳୁଛି। ଏହାସହ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ମହୋତ୍ସବକୁ ଦେଖିବାକୁ ଆସୁଛନ୍ତି। କିଣାକଣି ସହ ଖାଇବା ବି ଜମୁଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନ, ରାଜ୍ୟ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ସାଂସ୍କୃତିକ ଉତ୍ସବ ୪ ଦିନ ଧରି ଅନୁଷ୍ଠିତ ହେବ। ସ୍ଥାନୀୟ ଅଞ୍ଚଳର କଳା ଓ ସଂସ୍କୃତିର ବିକାଶ ସହ ଚାନ୍ଦିପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଉଛି। ଶୁକ୍ରବାର ଉଦଘାଟନୀ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବହୁ କଳାକାର ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଅବକାରୀ ମନ୍ତ୍ରୀ ଡ଼ା. ଦାମୋଦର ରାଉତ, ସାଂସଦ ରବିନ୍ଦ୍ର ଜେନା, ବିଧାୟକ ଅନନ୍ତ ଦାସ, ଜୀବନ ପ୍ରଦୀପ ଦାସ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story