ଝାରସୁଗୁଡ଼ା: ଠିକା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଇଣ୍ଡବରାତ ଉତ୍କଳ ଏନର୍ଜିରେ ଉତ୍ତେଜନା

ଝାରସୁଗୁଡ଼ା: ଠିକା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଇଣ୍ଡବରାତ ଉତ୍କଳ ଏନର୍ଜି ଲିମିଟେଡରେ ଆଜି ଉତ୍ତେଜନା ଦେଖାଯାଇଛି। ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ସାହାୟବାହାଲରେ ନିର୍ମାଣଧୀନ ବଏଲର-ଟୁ ରୁ ଖସି ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଯୋଗେନ୍ଦ୍ର ଯାଦବ। ଏହାକୁ କେନ୍ଦ୍ରକରି କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିସହ କମ୍ପାନୀରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ରାମକୃଷ୍ଣ ଦାସଙ୍କୁ ଶ୍ରମିକମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମୃତ ଯୋଗେନ୍ଦ୍ରଙ୍କ […]

jahrsuguda

jahrsuguda

Rakesh Mallick
  • Published: Friday, 20 November 2015
  • Updated: 20 November 2015, 01:12 PM IST

Sports

Latest News

ଝାରସୁଗୁଡ଼ା: ଠିକା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଇଣ୍ଡବରାତ ଉତ୍କଳ ଏନର୍ଜି ଲିମିଟେଡରେ ଆଜି ଉତ୍ତେଜନା ଦେଖାଯାଇଛି। ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ସାହାୟବାହାଲରେ ନିର୍ମାଣଧୀନ ବଏଲର-ଟୁ ରୁ ଖସି ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଯୋଗେନ୍ଦ୍ର ଯାଦବ। ଏହାକୁ କେନ୍ଦ୍ରକରି କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିସହ କମ୍ପାନୀରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ରାମକୃଷ୍ଣ ଦାସଙ୍କୁ ଶ୍ରମିକମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମୃତ ଯୋଗେନ୍ଦ୍ରଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଶ୍ରମିକମାନେ ଦାବି କରିଥିବା ବେଳେ କମ୍ପାନୀରେ ବାରମ୍ୱାର ଏପରି ଦୁର୍ଘଟଣା ଘଟୁଥିବାରୁ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ କମ୍ପାନୀ ପରିସରରେ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story