କଳାହାଣ୍ଡି: ମାଓବାଦୀ ସନ୍ଦେହରେ ୩ଜଣଙ୍କୁ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି

କଳାହାଣ୍ଡି: ଯୁଗସାଇପାଟଣା ପଞ୍ଚାୟତ ପଞ୍ଚକୁଲ-ନିସାନଗୁଡାରେ ଗତ ୧୫ତାରିଖରେ  ଡିଭିଏଫ ପୋଲିସ ପକ୍ଷରୁ ମାଓବାଦୀ ସନ୍ଦେହରେ ୩ଜଣ ଗ୍ରାମବାସୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି ହୋଇଛି। ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଏପରି ଘଟଣାକୁ ନିନ୍ଦା କରାଯିବା ସହ ଏପରି ଦାବି କରାଯାଇଛି। ଏପରି ଘଟଣାର ପ୍ରତିବାଦରେ ଯୁଗସାଇପାଟଣାଠାରେ ଏକ ବିଶାଳ ଆଦିବାସୀ ସମାବେଶ କରାଯିବ ବୋଲି କଳାହାଣ୍ଡି ଆଦିବାସୀ ସଂଘ ସମ୍ପାଦକ ରମେଶ ମାଝି କହିଛନ୍ତି। ଏକ ସାମ୍ୱାଦିକ […]

kalahandi

kalahandi

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 09:28 AM IST

Sports

Latest News

କଳାହାଣ୍ଡି: ଯୁଗସାଇପାଟଣା ପଞ୍ଚାୟତ ପଞ୍ଚକୁଲ-ନିସାନଗୁଡାରେ ଗତ ୧୫ତାରିଖରେ  ଡିଭିଏଫ ପୋଲିସ ପକ୍ଷରୁ ମାଓବାଦୀ ସନ୍ଦେହରେ ୩ଜଣ ଗ୍ରାମବାସୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି ହୋଇଛି। ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଏପରି ଘଟଣାକୁ ନିନ୍ଦା କରାଯିବା ସହ ଏପରି ଦାବି କରାଯାଇଛି। ଏପରି ଘଟଣାର ପ୍ରତିବାଦରେ ଯୁଗସାଇପାଟଣାଠାରେ ଏକ ବିଶାଳ ଆଦିବାସୀ ସମାବେଶ କରାଯିବ ବୋଲି କଳାହାଣ୍ଡି ଆଦିବାସୀ ସଂଘ ସମ୍ପାଦକ ରମେଶ ମାଝି କହିଛନ୍ତି। ଏକ ସାମ୍ୱାଦିକ ସମ୍ମିଳନୀରେ ଘଟଣାକୁ ଜିଲ୍ଲା ଆଦିବାସୀ ସଂଘ, ସିପିଆଇ, ଗ୍ରୀନ କଳାହାଣ୍ଡି ଓ ନିୟମଗିରି ସୁରକ୍ଷା ସମିତିର ସଦସ୍ୟଙ୍କ ସହ ଅନ୍ୟ ସଙ୍ଗଠନର କର୍ମକର୍ତ୍ତାମାନେ ନିନ୍ଦା କରିଛନ୍ତି। ଏହାସହ ୨ଆହତଙ୍କ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଓ ମୃତକଙ୍କ ପରିବାର ବର୍ଗଙ୍କୁ ୫୦ଲକ୍ଷ ଟଙ୍କ। କ୍ଷତିପୂରଣ ଯୋଗାଇଦେବାକୁ କମିଟି ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story