କାମାକ୍ଷାନଗର: ମଦ ଭାଟି ଉଚ୍ଛେଦ ଦାବିରେ ଆନ୍ଦୋଳନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଭାଲୁମୁଣ୍ଡାରେ ଥିବା ସରକାରୀ ଦେଶୀ ମଦ ଭାଟି ଉଚ୍ଛେଦ ଦାବିରେ ଆଜି ଗାଁର ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିବା ପରେ ଆନ୍ଦୋଳନରୁ ଗାଁ ଲୋକେ ହଟିଥିଲେ । ପୋଖରୀରେ ଗାଧୋଉଥିବା ସମୟରେ ମଦ ଭାଟିର କର୍ମଚାରୀମାନେ ଅଶ୍ଳୀଳ ଇଙ୍ଗିତ କରିବା ସହ ଏଠାରେ ବେଆଇନ ଭାବେ ଖୁଚୁରା ମଦ […]

mada

mada

Rakesh Mallick
  • Published: Wednesday, 12 October 2016
  • Updated: 12 October 2016, 03:34 PM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଭାଲୁମୁଣ୍ଡାରେ ଥିବା ସରକାରୀ ଦେଶୀ ମଦ ଭାଟି ଉଚ୍ଛେଦ ଦାବିରେ ଆଜି ଗାଁର ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିବା ପରେ ଆନ୍ଦୋଳନରୁ ଗାଁ ଲୋକେ ହଟିଥିଲେ ।

ପୋଖରୀରେ ଗାଧୋଉଥିବା ସମୟରେ ମଦ ଭାଟିର କର୍ମଚାରୀମାନେ ଅଶ୍ଳୀଳ ଇଙ୍ଗିତ କରିବା ସହ ଏଠାରେ ବେଆଇନ ଭାବେ ଖୁଚୁରା ମଦ ବିକ୍ରି ହେଉଥିବା ମହିଳମାନେ ଅଭିଯୋଗ କରିଛନ୍ତି।

ତେବେ ଭାଟିର ମ୍ୟାନେଜର ଏପିରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଘଟଣାର କୌଣସି ସତ୍ୟତା ନ ଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story