କନ୍ଧମାଳ: ଅନଲାଇନ୍ ଭତ୍ତା ପ୍ରଦାନକୁ ବିରୋଧ

କନ୍ଧମାଳ: ଫୁଲବାଣୀରେ ଅନଲାଇନ୍ ଭତ୍ତା ପ୍ରଦାନକୁ ହିତାଧାକାରୀମାନେ ବିରୋଧ କରିଛନ୍ତି । ଏ ନେଇ ଫୁଲବାଣୀରେ ହିତାଧିକାରୀମାନେ ୱାର୍ଡମେମ୍ୱରଙ୍କ ନିକଟରେ ଅଭିଯୋଗ କରିବା ସହ ପରିଣତ ବୟସରେ ବ୍ୟାଙ୍କରେ ଖାତା ଖୋଲିବା ସମ୍ଭବ ନୁହେଁ ବୋଲ କହିଛନ୍ତି। ଫୁଲବାଣୀ ପୌରପାଳିକାରେ ବିଭିନ୍ନ ଯୋଜନାରେ ପ୍ରାୟ ୧୬୭୪ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଧାନ କରାଯାଉଛି । ପୌରପାଳିକାର ଜଣେ କର୍ମଚାରୀ ପ୍ରତିଦିନ ଘରକୁ ଘର ଯାଇ ଭତ୍ତାଟଙ୍କ। ପ୍ରଦାନ କରୁଛନ୍ତି । ତେବେ ଏହାକୁ ଶୀଘ୍ର ଅନଲାଇନ୍ ବ୍ୟବସ୍ଥା […]

phulbani

phulbani

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 09:34 AM IST

Sports

Latest News

କନ୍ଧମାଳ: ଫୁଲବାଣୀରେ ଅନଲାଇନ୍ ଭତ୍ତା ପ୍ରଦାନକୁ ହିତାଧାକାରୀମାନେ ବିରୋଧ କରିଛନ୍ତି । ଏ ନେଇ ଫୁଲବାଣୀରେ ହିତାଧିକାରୀମାନେ ୱାର୍ଡମେମ୍ୱରଙ୍କ ନିକଟରେ ଅଭିଯୋଗ କରିବା ସହ ପରିଣତ ବୟସରେ ବ୍ୟାଙ୍କରେ ଖାତା ଖୋଲିବା ସମ୍ଭବ ନୁହେଁ ବୋଲ କହିଛନ୍ତି। ଫୁଲବାଣୀ ପୌରପାଳିକାରେ ବିଭିନ୍ନ ଯୋଜନାରେ ପ୍ରାୟ ୧୬୭୪ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଧାନ କରାଯାଉଛି । ପୌରପାଳିକାର ଜଣେ କର୍ମଚାରୀ ପ୍ରତିଦିନ ଘରକୁ ଘର ଯାଇ ଭତ୍ତାଟଙ୍କ। ପ୍ରଦାନ କରୁଛନ୍ତି । ତେବେ ଏହାକୁ ଶୀଘ୍ର ଅନଲାଇନ୍ ବ୍ୟବସ୍ଥା କରାଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ କହିବା ସହ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ହିତାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ହିତାଧିକାରୀମାନେ ବିରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story