କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ; ପୋଲିସର ଖୋଳତାଡ଼

ବଲାଙ୍ଗିର: କବଲାଙ୍ଗିର ଜିଲ୍ଳା କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁକୁ ହତ୍ୟା ଧମକ ଦିଆଯାଇଛି। ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି। ଗତ ୨୩ ତାରିଖରେ ଆୟୁବଙ୍କ ମୋବାଇଲକୁ ଏକ ଅଜଣା ନମ୍ୱରରୁ ମେସେଜ୍ ଆସିଥିଲା। ସେଥିରେ ବିଧାୟକଙ୍କୁ ଦଶ ଦିନ ଭିତରେ ହତ୍ୟା କରାଯିବ ବୋଲି ଲେଖାଯାଇଥିଲା। ଏବଂ ଶେଷରେ ମାଓବାଦୀ ପାର୍ଟି ବୋଲି ଲେଖାଯାଇଥିଲା। ବିଧାୟକ ଏ ନେଇ କଣ୍ଟାବାଞ୍ଜି ଥାନାରେ ଗତ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଏ ଘଟଣା ସଂର୍ପକରେ […]

ayub-khan

ayub-khan

Rakesh Mallick
  • Published: Saturday, 28 November 2015
  • Updated: 28 November 2015, 11:44 AM IST

Sports

Latest News

ବଲାଙ୍ଗିର: କବଲାଙ୍ଗିର ଜିଲ୍ଳା କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁକୁ ହତ୍ୟା ଧମକ ଦିଆଯାଇଛି। ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି। ଗତ ୨୩ ତାରିଖରେ ଆୟୁବଙ୍କ ମୋବାଇଲକୁ ଏକ ଅଜଣା ନମ୍ୱରରୁ ମେସେଜ୍ ଆସିଥିଲା। ସେଥିରେ ବିଧାୟକଙ୍କୁ ଦଶ ଦିନ ଭିତରେ ହତ୍ୟା କରାଯିବ ବୋଲି ଲେଖାଯାଇଥିଲା। ଏବଂ ଶେଷରେ ମାଓବାଦୀ ପାର୍ଟି ବୋଲି ଲେଖାଯାଇଥିଲା। ବିଧାୟକ ଏ ନେଇ କଣ୍ଟାବାଞ୍ଜି ଥାନାରେ ଗତ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଏ ଘଟଣା ସଂର୍ପକରେ କାହାରିକୁ କୌଣସି ସୂଚନା ଦିଆଯାଇ ନ ଥିଲା। ଆଜି ଘଟଣା ଲୋକ ଲୋଚନକୁ ଆସିବା ପରେ ପୋଲିସ୍ ତନାଘନା ଆରମ୍ଭ କରିଛି। ବଲାଙ୍ଗିର ଅତିରିକ୍ତ ଜିଲ୍ଳାପାଳ ଅଶୋକ ନାୟକ କହିଛନ୍ତି ଯେ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story