ମହାନଦୀ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ପରାମର୍ଶ ଦେଇଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ଦିଲ୍ଲୀ ବୈଠକ ସମ୍ପର୍କରେ ଅବଗତ କରିଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଏହି ଦଳର ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମହାନଦୀ ସମସ୍ୟାର ସମାଧାନ ନେଇ ପରାମର୍ଶ ଦେଇଥିଲେ। ଆଜି ସଚିବାଳୟରେ ବାମଦଳ, ସମାଜବାଦୀ ପାର୍ଟି ଓ ଫରୱାର୍ଡ କ୍ଲବର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଆଲୋଚନା ବେଳେ ରାଜନୈତିକ ଦଳର ପ୍ରତିନିଧିମାନେ ସରକାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ […]

cm

cm

Rakesh Mallick
  • Published: Monday, 19 September 2016
  • Updated: 19 September 2016, 10:37 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ପରାମର୍ଶ ଦେଇଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ଦିଲ୍ଲୀ ବୈଠକ ସମ୍ପର୍କରେ ଅବଗତ କରିଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଏହି ଦଳର ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମହାନଦୀ ସମସ୍ୟାର ସମାଧାନ ନେଇ ପରାମର୍ଶ ଦେଇଥିଲେ।

ଆଜି ସଚିବାଳୟରେ ବାମଦଳ, ସମାଜବାଦୀ ପାର୍ଟି ଓ ଫରୱାର୍ଡ କ୍ଲବର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଆଲୋଚନା ବେଳେ ରାଜନୈତିକ ଦଳର ପ୍ରତିନିଧିମାନେ ସରକାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପରାମର୍ଶ ଦେଇଥିଲେ।

ରାଜନୈତିକ ଦଳର ପ୍ରତିନିଧିମାନେ ଦେଇଥିବା ପରାମର୍ଶକୁ ଗୁରୁତର ସହ ବିଚାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story