ମାଲକାନଗିରି: ୩ ଭାଲୁର ମୃତଦେହ ଉଦ୍ଧାର, ଜଣେ ଅଟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଣ୍ଡିଗୁଡା ଜଙ୍ଗଲ ନିକଟରୁ ମଙ୍ଗଳବାର ୩ଟି ଭାଲୁଙ୍କ ମୃତ ଦେହ ଉଦ୍ଧାର କରିଛି ବନ ବିଭାଗ। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ବନ ବିଭାଗ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବାରହା ମାରିବାକୁ ବିଛା ଯାଇଥିବା ଜାଲ ପଡି ଏହି ଭାଲୁଗୁଡିକର ମୃତ୍ୟୁ ଘଟିଥିବା ଓ ପରେ ପୋତି ଦିଆଯାଇଥିଲା। ବନ ବିଭାଗ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ଚଢାଉ କରି ଭାଲୁଗୁଡିକର […]

bear-deadbody-resuque

bear-deadbody-resuque

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 05:51 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଣ୍ଡିଗୁଡା ଜଙ୍ଗଲ ନିକଟରୁ ମଙ୍ଗଳବାର ୩ଟି ଭାଲୁଙ୍କ ମୃତ ଦେହ ଉଦ୍ଧାର କରିଛି ବନ ବିଭାଗ। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ବନ ବିଭାଗ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବାରହା ମାରିବାକୁ ବିଛା ଯାଇଥିବା ଜାଲ ପଡି ଏହି ଭାଲୁଗୁଡିକର ମୃତ୍ୟୁ ଘଟିଥିବା ଓ ପରେ ପୋତି ଦିଆଯାଇଥିଲା। ବନ ବିଭାଗ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ଚଢାଉ କରି ଭାଲୁଗୁଡିକର ମୃତଦେହ ମାଟି ତଳୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story