ମିଳିନି ରବି ଫସଲ ଟଙ୍କା: କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କାର୍ଯ୍ୟାଳୟକୁ ଘେରିଲେ ଚାଷୀ

ଜୟପୁର: ରବି ଫସଲର ଧାନ ବିକ୍ରି କରି ଟଙ୍କା ପାଇନଥିବା ଅଭିଯୋଗ କରି ଆଜି ଶତାଧିକ ଚାଷୀ ଜୟପୁର ସ୍ଥିତ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କାର୍ଯ୍ୟାଳୟକୁ ଘେରାଓ କରିଥିଲେ। ଜୟପୁର ଓ କୁନ୍ଦୁରା ବ୍ଲକର ଉମୁରି, ଫ।ମ୍ପୁଣି, ଡଙ୍ଗରପାଉଁସି, ଖଟଲାପଦର ଆଦି ଅଞ୍ଚଳର ଶତାଧିକ ଚାଷୀ ଘେରାଓ କରିବା ସହିତ କୀଟନାଶକ ଔଷଧ ଧରି ଆତ୍ମହତ୍ୟାର ଧମକ ଦେଇଥିଲେ। ଗତ ଜୁନ ୩୦ ଅର୍ଥାତ୍ ୪ମାସ ତଳେ ଧାନ ବିକ୍ରି କରି ଟଙ୍କା ପାଇନଥିବାରୁ ଚାଷୀମାନେ […]

jeypore

jeypore

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 05:40 PM IST

Sports

Latest News

ଜୟପୁର: ରବି ଫସଲର ଧାନ ବିକ୍ରି କରି ଟଙ୍କା ପାଇନଥିବା ଅଭିଯୋଗ କରି ଆଜି ଶତାଧିକ ଚାଷୀ ଜୟପୁର ସ୍ଥିତ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କାର୍ଯ୍ୟାଳୟକୁ ଘେରାଓ କରିଥିଲେ। ଜୟପୁର ଓ କୁନ୍ଦୁରା ବ୍ଲକର ଉମୁରି, ଫ।ମ୍ପୁଣି, ଡଙ୍ଗରପାଉଁସି, ଖଟଲାପଦର ଆଦି ଅଞ୍ଚଳର ଶତାଧିକ ଚାଷୀ ଘେରାଓ କରିବା ସହିତ କୀଟନାଶକ ଔଷଧ ଧରି ଆତ୍ମହତ୍ୟାର ଧମକ ଦେଇଥିଲେ। ଗତ ଜୁନ ୩୦ ଅର୍ଥାତ୍ ୪ମାସ ତଳେ ଧାନ ବିକ୍ରି କରି ଟଙ୍କା ପାଇନଥିବାରୁ ଚାଷୀମାନେ ସ୍ଥାନୀୟ ଲ୍ୟାମ୍ପସ ଠାରୁ ଆରମ୍ଭ କରି କେସିସି ବ୍ୟାଙ୍କ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାରମ୍ୱାର ଗୁହାରି କରିଥିଲେ ବି ଏଯାଏ ଟଙ୍କା ପାଇ ପାରିନାହାନ୍ତି। ସେପଟେ ବିଭିନ୍ନ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟା କରୁଥିବାବେଳେ ଗତ ୪ମାସ ହେଲା ଜିଲ୍ଲାର ଜୟପୁର ଓ କୁନ୍ଦୁରା ବ୍ଲକର ଚାଷୀ ଟଙ୍କା ପାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀଙ୍କ ଏପରି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାବେଳେ ରବି ଧାନ ବିକ୍ରି ଟଙ୍କା ଜିଲ୍ଲାପାଳ ହିଁ ବୁଝିବେ ବୋଲି କହିଛନ୍ତି କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏଜିଏମ ଅରୁଣ ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story