ପୁରୀ ଗୋବର୍ଦ୍ଧନ ମଠରେ ଯୁବକଙ୍କ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପୁରୀ: ଗୋବର୍ଦ୍ଧନ ମଠରେ ରହୁଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ମଠର ଜଣେ ଶିକ୍ଷକଙ୍କ ହାତ ଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଗୋବିନ୍ଦ ବାହିନୀପତି। ସେ ମଠରେ ରହି ସଦାଶିବ ସଂସ୍କୃତ ସଂସ୍ଥାନରେ ପି.ଜି. କରୁଥିଲେ। ଗୋବିନ୍ଦଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପୁରୀ ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମଠର ବେଦ କର୍ମକାଣ୍ଡ ଶିକ୍ଷକ ତାଙ୍କୁ ମାରଧର […]

puri

puri

Rakesh Mallick
  • Published: Monday, 07 December 2015
  • Updated: 07 December 2015, 10:05 AM IST

Sports

Latest News

ପୁରୀ: ଗୋବର୍ଦ୍ଧନ ମଠରେ ରହୁଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ମଠର ଜଣେ ଶିକ୍ଷକଙ୍କ ହାତ ଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଗୋବିନ୍ଦ ବାହିନୀପତି। ସେ ମଠରେ ରହି ସଦାଶିବ ସଂସ୍କୃତ ସଂସ୍ଥାନରେ ପି.ଜି. କରୁଥିଲେ।

ଗୋବିନ୍ଦଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପୁରୀ ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମଠର ବେଦ କର୍ମକାଣ୍ଡ ଶିକ୍ଷକ ତାଙ୍କୁ ମାରଧର କରିବା ସହ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ କରୁଥିଲେ ବୋଲି ମୃତ ଗୋବିନ୍ଦଙ୍କ ପିତା ଅଭିଯୋଗ କରିଛନ୍ତି। ସେ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story