ପୁରୀ: ନୀଳାଚଳ ଅର୍ବାନ୍ ହାଟ ପରିସରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା

ପୁରୀ: ପୁରୀ ନୀଳାଚଳ ଅର୍ବାନ୍ ହାଟ ପରିସରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଛି। ଓଡ଼ିଶା ହସ୍ତଶିଳ୍ପ ପ୍ରତି ଦେଶ ବିଦେଶର ପର୍ଯ୍ୟଟକଙ୍କ ଆଗ୍ରହ ସୃଷ୍ଟି କରିବା ଓ କାରିଗରଙ୍କ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ଏପରି ମେଳା ଆୟୋଜନ କରାଯାଇଛି। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ବୟନିକାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ମିଶ୍ର ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ମେଳାରେ ୪୦ଟି ଷ୍ଟଲ୍ ଲାଗିଛି। ଏଥିରେ ସମ୍ୱଲପୁରୀ ବାନ୍ଧ ଶାଢୀ, ଖଣ୍ଡୁଆ, […]

puri

puri

Rakesh Mallick
  • Published: Monday, 21 December 2015
  • Updated: 21 December 2015, 02:17 PM IST

Sports

Latest News

puriପୁରୀ: ପୁରୀ ନୀଳାଚଳ ଅର୍ବାନ୍ ହାଟ ପରିସରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଛି। ଓଡ଼ିଶା ହସ୍ତଶିଳ୍ପ ପ୍ରତି ଦେଶ ବିଦେଶର ପର୍ଯ୍ୟଟକଙ୍କ ଆଗ୍ରହ ସୃଷ୍ଟି କରିବା ଓ କାରିଗରଙ୍କ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ଏପରି ମେଳା ଆୟୋଜନ କରାଯାଇଛି। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ବୟନିକାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ମିଶ୍ର ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।

ମେଳାରେ ୪୦ଟି ଷ୍ଟଲ୍ ଲାଗିଛି। ଏଥିରେ ସମ୍ୱଲପୁରୀ ବାନ୍ଧ ଶାଢୀ, ଖଣ୍ଡୁଆ, ସୋନପୁର ବମକାଇ, କୋଟପାଡ଼ ଶାଢୀ ସହିତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରାଯାଉଛି। ମେଳା ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story