ସମ୍ୱଲପୁରରେ ‘ବାଟେଘାଟେ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସମ୍ୱଲପୁର: ସମ୍ୱଲପୁରର କଳା, ସଂସ୍କୃତି ଓ ପରମ୍ପରାକୁ ଯୁବ ପିଢିଙ୍କ ନିକଟରେ  ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବାଟେଘାଟେ’ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ସହରର ରାଜରାସ୍ତାରେ ସମ୍ୱଲପୁରୀ ଲୋକଗୀତ, ଲୋକନୃତ୍ୟ ପରିବେଷଣ ସାଙ୍ଗକୁ ପିଠା, ମିଠା ଆଦି ଖାଇବାର ସୁଯୋଗ ପାଇଥିଲେ ଲୋକେ।  ଏହି  ଅବସରରେ  ଏକ ରାମ୍ପ୍‌ ସୋ’ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ସମ୍ୱଲପୁର ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି […]

sambulpur

sambulpur

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 02:46 PM IST

Sports

Latest News

ସମ୍ୱଲପୁର: ସମ୍ୱଲପୁରର କଳା, ସଂସ୍କୃତି ଓ ପରମ୍ପରାକୁ ଯୁବ ପିଢିଙ୍କ ନିକଟରେ  ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବାଟେଘାଟେ’ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ସହରର ରାଜରାସ୍ତାରେ ସମ୍ୱଲପୁରୀ ଲୋକଗୀତ, ଲୋକନୃତ୍ୟ ପରିବେଷଣ ସାଙ୍ଗକୁ ପିଠା, ମିଠା ଆଦି ଖାଇବାର ସୁଯୋଗ ପାଇଥିଲେ ଲୋକେ।  ଏହି  ଅବସରରେ  ଏକ ରାମ୍ପ୍‌ ସୋ’ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ସମ୍ୱଲପୁର ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଉଦ୍‌ଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story