ସୋର: ରୋଗୀଙ୍କ ମୃତ୍ୟୁକୁ ନେଇ ନର୍ସିଂହୋମରେ ଭଙ୍ଗାରୁଜା

ସୋର: ବାଲେଶ୍ୱର ସୋରର ଏକ ଘରୋଇ ନରସିଂହୋମରେ ଅପରେସନ୍ ବେଳେ ରୋଗୀଙ୍କ ମୃତ୍ୟୁକୁ ନେଇ ଆଜି ଦେଖାଯାଇଥିଲା ଉତ୍ତେଜନା। ରୋଗୀଙ୍କ ସଂପର୍କୀୟମାନେ ନର୍ସିଂହୋମରେ ଭଙ୍ଗାରୁଜା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ରାଇପିତାମ୍ୱର ଗାଁର ମହେନ୍ଦ୍ର ମଲ୍ଲିକ ପାଇଲ୍ସ ଅପରେସନ୍ ଲାଗି ନର୍ସିଂହୋମକୁ ଆସିଥିଲେ। ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ମୃତ୍ୟୁଞ୍ଜୟ ପଟ୍ଟନାୟକ ତାଙ୍କର ଅପରେସନ୍ କରିଥିଲେ। ତେବେ ଏହାର କିଛି ସମୟ ପରେ ମହେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତ୍ରୁଟିପୂର୍ଣ୍ଣ ଅପରେସନ୍  ଯୋଗୁଁ ମହେନ୍ଦ୍ରଙ୍କର ମୃତ୍ୟୁ […]

soro

soro

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 04:44 PM IST

Sports

Latest News

ସୋର: ବାଲେଶ୍ୱର ସୋରର ଏକ ଘରୋଇ ନରସିଂହୋମରେ ଅପରେସନ୍ ବେଳେ ରୋଗୀଙ୍କ ମୃତ୍ୟୁକୁ ନେଇ ଆଜି ଦେଖାଯାଇଥିଲା ଉତ୍ତେଜନା। ରୋଗୀଙ୍କ ସଂପର୍କୀୟମାନେ ନର୍ସିଂହୋମରେ ଭଙ୍ଗାରୁଜା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ରାଇପିତାମ୍ୱର ଗାଁର ମହେନ୍ଦ୍ର ମଲ୍ଲିକ ପାଇଲ୍ସ ଅପରେସନ୍ ଲାଗି ନର୍ସିଂହୋମକୁ ଆସିଥିଲେ। ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ମୃତ୍ୟୁଞ୍ଜୟ ପଟ୍ଟନାୟକ ତାଙ୍କର ଅପରେସନ୍ କରିଥିଲେ। ତେବେ ଏହାର କିଛି ସମୟ ପରେ ମହେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତ୍ରୁଟିପୂର୍ଣ୍ଣ ଅପରେସନ୍  ଯୋଗୁଁ ମହେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ଘଟଣା ପରେ ଡାକ୍ତର ଓ ନରସିଂହୋମ୍ ଷ୍ଟାଫ୍ ଫେରାର ହୋଇଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story