ଟିଟିଲାଗଡ଼: ଗଛରେ ପିଟି ହେଲା ବାଇକ୍, ଜଣେ ମୃତ, ୨ ଆହତ

ଟିଟିଲାଗଡ଼: ଟିଟିଲାଗଡ଼ ସିନାପଲା ଗାଁ ନିକଟରେ ଆଜି ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଦ୍ୱାରା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ହେଉଛି କୃଷ୍ଣ ବାଗ। ତାଙ୍କ ଘର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଗୁର୍ଜିଭଟା ଗାଁରେ।  ଆହତ ମାନଙ୍କୁ ପ୍ରଥମେ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଔଷଧ ଆଣିବା ପାଇଁ […]

accident

accident

Rakesh Mallick
  • Published: Monday, 23 November 2015
  • Updated: 23 November 2015, 10:12 AM IST

Sports

Latest News

ଟିଟିଲାଗଡ଼: ଟିଟିଲାଗଡ଼ ସିନାପଲା ଗାଁ ନିକଟରେ ଆଜି ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଦ୍ୱାରା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ହେଉଛି କୃଷ୍ଣ ବାଗ। ତାଙ୍କ ଘର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଗୁର୍ଜିଭଟା ଗାଁରେ।  ଆହତ ମାନଙ୍କୁ ପ୍ରଥମେ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଔଷଧ ଆଣିବା ପାଇଁ ଏହି ୩ ଜଣ ବେଲେଖଣ୍ଡି ଯାଇଥିଲେ। ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story