ପରଦାକୁ ଆସିଲା ‘ଜୟ ଗଙ୍ଗାଜଲ’

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୟ ଗଙ୍ଗାଜଲ’। ଏହି ହିନ୍ଦୀ ଆକ୍ସନ ଡ୍ରାମା ଫିଲ୍ମରେ ପ୍ରିୟଙ୍କାଙ୍କୁ ଏକ ଜମଦାର ପୋଲିସ୍ ଅଫିସର ଏସପି ଆଭା ମାଥୁର ଭୂମିକାରେ ଦେଖିବାକୁ ମିଳୁଛି। ବିହାର ବାଙ୍କିପୁର ଜିଲ୍ଲାରେ ପ୍ରଥମ ମହିଳା ଏସପି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ଓ ଲକିସରାଇ ଜିଲ୍ଲାରେ ତାଙ୍କ ନିକଟତମ ଲୋକଙ୍କୁ ଆଭା ମାଥୁର କିପରି ବିରୋଧ କରୁଛନ୍ତି ତାହାହିଁ ଫିଲ୍ମର ଷ୍ଟୋରୀ ରହିଛି। ଭୋପାଳରେ ଫିଲ୍ମ […]

jaya-ganga-jal

jaya-ganga-jal

Rakesh Mallick
  • Published: Friday, 04 March 2016
  • Updated: 04 March 2016, 07:52 AM IST

Sports

Latest News

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୟ ଗଙ୍ଗାଜଲ’। ଏହି ହିନ୍ଦୀ ଆକ୍ସନ ଡ୍ରାମା ଫିଲ୍ମରେ ପ୍ରିୟଙ୍କାଙ୍କୁ ଏକ ଜମଦାର ପୋଲିସ୍ ଅଫିସର ଏସପି ଆଭା ମାଥୁର ଭୂମିକାରେ ଦେଖିବାକୁ ମିଳୁଛି। ବିହାର ବାଙ୍କିପୁର ଜିଲ୍ଲାରେ ପ୍ରଥମ ମହିଳା ଏସପି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ଓ ଲକିସରାଇ ଜିଲ୍ଲାରେ ତାଙ୍କ ନିକଟତମ ଲୋକଙ୍କୁ ଆଭା ମାଥୁର କିପରି ବିରୋଧ କରୁଛନ୍ତି ତାହାହିଁ ଫିଲ୍ମର ଷ୍ଟୋରୀ ରହିଛି।

ଭୋପାଳରେ ଫିଲ୍ମ ସୁଟିଂ ହୋଇଛି। ଫିଲ୍ମରେ ପ୍ରିୟଙ୍କା ସହ ମାନବ କୌଲ, ରାହୁଲ ଭଟ୍ଟ ଏବଂ କୁଇନ ହାରିସା ଅଛନ୍ତି। ପ୍ରକାଶ ଝା’ ଏଥିରେ ନିର୍ଦ୍ଦେଶନା ଦେବା ସହ ଏହି ଫିଲ୍ମ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି। ସଲିମ୍ ସୁଲେମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story