ବିଗ୍ ବସ୍ ସିଜନ୍ -୯ରେ ସାମିଲ ହୋଇପାରନ୍ତି ରାଧେ ମା’

ମୁମ୍ବାଇ: ବିଗ୍ ବସ୍ ସିଜନ୍-୯ରେ ସାମିଲ ହୋଇପାରନ୍ତି ବିବାଦରେ ଫସିଥିବା ରାଧେ ମା’ । ବିଗ୍ ବସର ନିର୍ମାତାମାନେ ରାଧେ ମା’ଙ୍କୁ ଏଥିରେ ସାମିଲ କରିବା ପାଇଁ ଯୋଜନା କରୁଥିବା ଜଣାପଡିଛି । ବର୍ତ୍ତମାନ ବିଗ୍ ବସର ଗେଷ୍ଟ୍ ସିଲେକସନ୍ ଅନ୍ତିମ ପର୍ଯ୍ୟାୟ ପହଞ୍ଚିଛି । ଏହି ସିଲେକସନରେ ରାଧେ ମା’ଙ୍କ ନାମ ମଧ୍ୟ ସାମିଲ କରାଯାଇଛି । କିଛି ବିବାଦରେ ଫସିଥିବା ବ୍ୟକ୍ତିମାନେ ହିଁ ବିଗ୍ ବସରେ ସାମିଲ ହୋଇଥାନ୍ତି । ବର୍ତ୍ତମାନ ରାଧେ ମା’ […]

radhemaa-story

radhemaa-story

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 10:52 AM IST

Sports

Latest News

ମୁମ୍ବାଇ: ବିଗ୍ ବସ୍ ସିଜନ୍-୯ରେ ସାମିଲ ହୋଇପାରନ୍ତି ବିବାଦରେ ଫସିଥିବା ରାଧେ ମା’ । ବିଗ୍ ବସର ନିର୍ମାତାମାନେ ରାଧେ ମା’ଙ୍କୁ ଏଥିରେ ସାମିଲ କରିବା ପାଇଁ ଯୋଜନା କରୁଥିବା ଜଣାପଡିଛି । ବର୍ତ୍ତମାନ ବିଗ୍ ବସର ଗେଷ୍ଟ୍ ସିଲେକସନ୍ ଅନ୍ତିମ ପର୍ଯ୍ୟାୟ ପହଞ୍ଚିଛି । ଏହି ସିଲେକସନରେ ରାଧେ ମା’ଙ୍କ ନାମ ମଧ୍ୟ ସାମିଲ କରାଯାଇଛି । କିଛି ବିବାଦରେ ଫସିଥିବା ବ୍ୟକ୍ତିମାନେ ହିଁ ବିଗ୍ ବସରେ ସାମିଲ ହୋଇଥାନ୍ତି । ବର୍ତ୍ତମାନ ରାଧେ ମା’ ବିବଦ ଦେଶରେ ଜୋର ଧରିଥିବାରୁ ତାଙ୍କୁ ଏଥିରେ ସାମିଲ କରି ହାଇ ଟିଆରପି ହାତେଇବାକୁ ନିର୍ମାତା ସଂସ୍ଥା ଯୋଜନା କରୁଥିବା ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story