ହଜାରେ କୋଟିର ହିରୋ, ହଲିଉଡ୍‌ର ହାଇପେଡ୍‌ ଅଭିନେତା ମଶଦୁର ଡୋନିୟଲ

ମୁମ୍ବାଇ: ହଲିଉଡ୍‌ର ଅଭିନେତାମାନଙ୍କୁ  ଫିଲ୍ମ କରିବା ପାଇଁ ଯେତିକି ଟଙ୍କା ଅଫର ମିଳିଥାଏ କିନ୍ତୁ ବଲିଉଡ୍‌ର ନାମିଦାମୀ ଅଭିନେତା ସଲମାନ ଖାନ୍‌ ଓ ଶାହାରୁଖ ଖାନ୍‌ ଓ ଅମୀର ଖାନଙ୍କୁ ସେହି ଅଫର ମିଳି ନଥାଏ। ହଲିଉଡ୍‌ ଅଭିନେତା ମଶହୁର ଡୋନିୟଲ କିଙ୍ଗଙ୍କୁ ବାଣ୍ଡ ସିରିଜ୍‌ର ଦୁଇଟି ଅପକମିଂ ଫିଲ୍ମ କରିବା ପାଇଁ ୧୫୦ ମିଲିୟନ ଡଲାର (୧୦୦୦) କୋଟି ଟଙ୍କା ଅଫର ମିଳିଛି। ଫିଲ୍ମ ଇତିହାସରେ ଏହି ଅଫର କାହାକୁ ମିଳିନାହିଁ। ହଲିଉଡ୍‌ ଅଭିନେତା ମଶହୁର […]

danie

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 07:05 PM IST

ମୁମ୍ବାଇ: ହଲିଉଡ୍‌ର ଅଭିନେତାମାନଙ୍କୁ  ଫିଲ୍ମ କରିବା ପାଇଁ ଯେତିକି ଟଙ୍କା ଅଫର ମିଳିଥାଏ କିନ୍ତୁ ବଲିଉଡ୍‌ର ନାମିଦାମୀ ଅଭିନେତା ସଲମାନ ଖାନ୍‌ ଓ ଶାହାରୁଖ ଖାନ୍‌ ଓ ଅମୀର ଖାନଙ୍କୁ ସେହି ଅଫର ମିଳି ନଥାଏ।

ହଲିଉଡ୍‌ ଅଭିନେତା ମଶହୁର ଡୋନିୟଲ କିଙ୍ଗଙ୍କୁ ବାଣ୍ଡ ସିରିଜ୍‌ର ଦୁଇଟି ଅପକମିଂ ଫିଲ୍ମ କରିବା ପାଇଁ ୧୫୦ ମିଲିୟନ ଡଲାର (୧୦୦୦) କୋଟି ଟଙ୍କା ଅଫର ମିଳିଛି। ଫିଲ୍ମ ଇତିହାସରେ ଏହି ଅଫର କାହାକୁ ମିଳିନାହିଁ।

ହଲିଉଡ୍‌ ଅଭିନେତା ମଶହୁର ଡୋନିୟଲ କିଙ୍ଗ ୨୦୦୫ରୁ ବ୍ରାଣ୍ଡ ସିରିଜ୍‌ର ୫ଟି ଫିଲ୍ମ କରି ସାରିଛନ୍ତି। ଡୋନିୟଲ କିଙ୍ଗଙ୍କୁ ‘ସେପ୍ଟର’ ଫିଲ୍ମ ପାଇଁ ୨୫୩ କୋଟି ଟଙ୍କା ମିଳିଥିଲା କିନ୍ତୁ ବଲିଉଡର ବାଦଶାହା ଅଭିତାଭ ବଚ୍ଚନଙ୍କୁ ଗୋଟିଏ ଫିଲ୍ମ ପାଇଁ  ପ୍ରାୟ ୨୦କୋଟି ଟଙ୍କା ମିଳିଥାଏ। ସେହିପରି  ସଲମାନ ଖାନଙ୍କୁ ୪୦ରୁ ୫୦ କୋଟି ଟଙ୍କା ମିଳିଥାଏ।

Related story