୨୦୧୬ରେ ସବୁଠୁ ଅଧିକ ରୋଜଗାର କଲା ଦଙ୍ଗଲ

ମୁମ୍ବାଇ: ୨୦୧୬ରେ ଅଧିକ ରୋଜଗାର କରିଥିବା ତାଲିକାର ଏକ ନମ୍ବରରେ ରହିଛି ‘ଦଙ୍ଗଲ’। ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ଭାରତରେ ୩୦୪ କୋଟି ଟଙ୍କା ରୋଜଗାର କରିଛି। ଆମୀରଙ୍କ ଫିଲ୍ମ ସଲମାନଙ୍କ ‘ସୁଲତାନ’କୁ ପଛରେ ପକାଇ ଦେଇଛି। ସୁଲତାନ ବକ୍ସ ଅଫିସରେ ୩୦୦.୪୫ କୋଟି ରୋଜଗାର କରିଥିଲା। ‘ଦଙ୍ଗଲ’ ରିଲିଜର ପ୍ରଥମ ସପ୍ତାହରେ ୧୯୭ କୋଟିରୁ ଅଧିକ, ଦ୍ୱିତୀୟ ସପ୍ତାହରେ ପାଖାପାଖି ୧୦୬ କୋଟି ରୋଜଗାର କରିଥିଲା।

dangal

Rakesh Mallick
  • Published: Thursday, 05 January 2017
  • , Updated: 05 January 2017, 06:56 PM IST

ମୁମ୍ବାଇ: ୨୦୧୬ରେ ଅଧିକ ରୋଜଗାର କରିଥିବା ତାଲିକାର ଏକ ନମ୍ବରରେ ରହିଛି ‘ଦଙ୍ଗଲ’। ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ଭାରତରେ ୩୦୪ କୋଟି ଟଙ୍କା ରୋଜଗାର କରିଛି। ଆମୀରଙ୍କ ଫିଲ୍ମ ସଲମାନଙ୍କ ‘ସୁଲତାନ’କୁ ପଛରେ ପକାଇ ଦେଇଛି। ସୁଲତାନ ବକ୍ସ ଅଫିସରେ ୩୦୦.୪୫ କୋଟି ରୋଜଗାର କରିଥିଲା।

‘ଦଙ୍ଗଲ’ ରିଲିଜର ପ୍ରଥମ ସପ୍ତାହରେ ୧୯୭ କୋଟିରୁ ଅଧିକ, ଦ୍ୱିତୀୟ ସପ୍ତାହରେ ପାଖାପାଖି ୧୦୬ କୋଟି ରୋଜଗାର କରିଥିଲା।

Related story