‘ବାହୁବଳୀ-୨’ ବଲିଉଡ୍‌ରେ ଲଗାଇଲା ଗ୍ରହଣ : ୪ ମାସରେ ୩୦ଟି ଫିଲ୍ମ ଫ୍ଲପ୍‌

ମୁମ୍ବାଇ: ଏ ବର୍ଷ ସଲମାନ ଖାନଙ୍କ ‘ଟ୍ୟୁବ୍‌ଲାଇଟ୍‌’, ରଣବୀର କପୁରଙ୍କ ‘ଜଗ୍ଗା ଜାସୁସ’ ଓ ଶାହାରୁଖ ଖାନଙ୍କ ‘ଜବ୍ ହେରୀ ମେଟ୍‌ ସେଜଲ’ ଆଦି ଫିଲ୍ମ ଉପରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ଖୁବ ଆଶା ରଖିଥିଲା। କିନ୍ତୁ ଏସବୁ ଫିଲ୍ମ ଦର୍ଶକମାନଙ୍କୁ ନିରାଶ କରିଛି। କୁହାଯାଉଛି ଏହା ବାହୁବଳୀ-୨ର ପ୍ରଭାବ। ଗତ ଏପ୍ରିଲ ୨୮ ତାରିଖରେ ‘ବାହୁବଳୀ-୨’ ରିଲିଜ୍ ହେବା ପରେ ବଲିଉଡ୍ ଷ୍ଟାରମାନଙ୍କ ସଂପର୍କରେ ହେଉଥିବା ଚର୍ଚ୍ଚା ସତେ ଯେମିତି ଫିକା ପଡ଼ି ଯାଇଥିଲା। ଏବର୍ଷ ଏପ୍ରିଲ୍ […]

tubelight

tubelight

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 09:37 AM IST

Sports

Latest News

ମୁମ୍ବାଇ: ଏ ବର୍ଷ ସଲମାନ ଖାନଙ୍କ ‘ଟ୍ୟୁବ୍‌ଲାଇଟ୍‌’, ରଣବୀର କପୁରଙ୍କ ‘ଜଗ୍ଗା ଜାସୁସ’ ଓ ଶାହାରୁଖ ଖାନଙ୍କ ‘ଜବ୍ ହେରୀ ମେଟ୍‌ ସେଜଲ’ ଆଦି ଫିଲ୍ମ ଉପରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ଖୁବ ଆଶା ରଖିଥିଲା। କିନ୍ତୁ ଏସବୁ ଫିଲ୍ମ ଦର୍ଶକମାନଙ୍କୁ ନିରାଶ କରିଛି। କୁହାଯାଉଛି ଏହା ବାହୁବଳୀ-୨ର ପ୍ରଭାବ।

ଗତ ଏପ୍ରିଲ ୨୮ ତାରିଖରେ ‘ବାହୁବଳୀ-୨’ ରିଲିଜ୍ ହେବା ପରେ ବଲିଉଡ୍ ଷ୍ଟାରମାନଙ୍କ ସଂପର୍କରେ ହେଉଥିବା ଚର୍ଚ୍ଚା ସତେ ଯେମିତି ଫିକା ପଡ଼ି ଯାଇଥିଲା। ଏବର୍ଷ ଏପ୍ରିଲ୍ ୨୮ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ବଲିଉଡ୍‌ର ପ୍ରାୟ ୩୦ଟି ଫିଲ୍ମ ରିଲିଜ୍ ହୋଇଛି। ଏଥିରେ ୮ଟି ବଡ଼ ବଜେଟ୍‌ର ଫିଲ୍ମ ଥିଲା। ସେଥି ମଧ୍ୟରେ ଥିଲା ସଲମାନ ଖାନଙ୍କ ‘ଟ୍ୟୁବ୍‌ଲାଇଟ୍‌’, ରଣବୀର କପୁରଙ୍କ ‘ଜଗ୍ଗା ଜାସୁସ’ ଓ ଶାହାରୁଖ ଖାନଙ୍କ ‘ଜବ୍ ହେରୀ ମେଟ୍‌ ସେଜଲ’। ବଡ଼ ବଜେଟ୍ ଓ ସୁପର ଷ୍ଟାରଙ୍କ ଉପସ୍ଥିତି ସତ୍ତ୍ୱେ ଏଗୁଡ଼ିକ ଦର୍ଶକଙ୍କ ପସନ୍ଦ ଆସି ନାହିଁ। ଏହାର ଏକାଧିକ କାରଣ ଥାଇପାରେ। କିନ୍ତୁ ଆଲୋଚନା ହେଉଛି ବଲିଉଡ୍‌ ଉପରେ ‘ବାହୁବଳୀ-୨’ ଗ୍ରହଣ ଲାଗି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story