ଗ୍ଲାମର ଲୁକ୍‌ରେ ହଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦେଲେ ଦେଶୀ ଗାର୍ଲ

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ପ୍ରିୟଙ୍କା ଧୁମ୍‌ ମଚାଇବାରେ ଲାଗିଛନ୍ତି। ଆଜିକାଲି ହଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି ପ୍ରିୟଙ୍କା। ନିକଟରେ  ୭୪ତମ ଗୋଲଡେନ୍‌ ଗ୍ଲୋବ୍‌ ଆୱାର୍ଡରେ ପ୍ରିୟଙ୍କାଙ୍କୁ ରେଡ୍‌ କାର୍ପେଟରେ ଦେଖିବାକୁ ମିଳିଥିଲା। ଏହି ଆୱାର୍ଡ ଶୋରେ ପ୍ରିୟଙ୍କା ଭି ନେକ୍‌ ଫୁଲ୍‌ ସ୍ଲିଭ୍ ଗୋଲଡେନ୍‌ ଗାଉନ୍‌ରେ ଖୁବ୍‌ ଅକାର୍ଷଣୀୟ ଦେଖାଯାଉଥିଲେ। ତାଙ୍କର ଏହି ଗ୍ଲାମର୍‌ ଲୁକ୍‌ ହଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିଲା।

priyanka_chopra

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 01:07 PM IST

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ପ୍ରିୟଙ୍କା ଧୁମ୍‌ ମଚାଇବାରେ ଲାଗିଛନ୍ତି। ଆଜିକାଲି ହଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି ପ୍ରିୟଙ୍କା।

ନିକଟରେ  ୭୪ତମ ଗୋଲଡେନ୍‌ ଗ୍ଲୋବ୍‌ ଆୱାର୍ଡରେ ପ୍ରିୟଙ୍କାଙ୍କୁ ରେଡ୍‌ କାର୍ପେଟରେ ଦେଖିବାକୁ ମିଳିଥିଲା। ଏହି ଆୱାର୍ଡ ଶୋରେ ପ୍ରିୟଙ୍କା ଭି ନେକ୍‌ ଫୁଲ୍‌ ସ୍ଲିଭ୍ ଗୋଲଡେନ୍‌ ଗାଉନ୍‌ରେ ଖୁବ୍‌ ଅକାର୍ଷଣୀୟ ଦେଖାଯାଉଥିଲେ। ତାଙ୍କର ଏହି ଗ୍ଲାମର୍‌ ଲୁକ୍‌ ହଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିଲା।

Related story